Spread the love

ସାମ୍ବାଦିକ ଓ ସମାଜସେବୀ ସରୋଜ ସମ୍ବର୍ଦ୍ଧିତ

ବିଷୟ ______ ବରିଷ୍ଠ ସମାଜସେବୀ,ଯୁବ ସାମ୍ବାଦିକ, ଅଭିନେତା, ପରୋପକାରୀ, ଲୋକଙ୍କ
ଦୁଃଖ ସୁଖର ସ୍ନେହି ସାଥି ଏବଂ ସଗ୍ରାହକ , ପରିବେଶବିତ୍ ଓ ସବୁଜ ଓଡ଼ିଶାର ସଂପାଦକ ଭାବେ ବେଶ ଲୋକପ୍ରିୟ ସରୋଜ କୁମାର ସାହୁଙ୍କୁ
ଗତ ଗୁରୁବାର ଦିନ ଆଳିର ଦଧିବାମନ ପୁରର ମିଟିକାରାଣୀ ସ୍କୁତି ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେ ପୃର୍ବରୁ କଟକର ସମନ୍ୱୟ ସଂଗଠନ ପକ୍ଷରୁ ମଧ୍ୟ
ସମ୍ବର୍ଦ୍ଧିତ ହୋଇଛନ୍ତି।ଓ ତୈଳିକ ବୈଶ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କୁ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ନନ୍ଦକିଶୋର ସାମଲ, ନନ୍ଦକିଶୋର ମଲ୍ଲିକ, ରଶ୍ମିରଞ୍ଜନ ନାୟକ, ପାର୍ବତୀ ମଲ୍ଲିକ,ଅଟଳ ବିହାରୀ ନାୟକ, କବି ରଶ୍ମିତା ସେନାପତି, ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର,
ପଣ୍ଡିତ ମହେଶ୍ୱର ନନ୍ଦ ପ୍ରମୁଖ ଅଭିନନ୍ଦନ
ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *