Spread the love

କିଡନୀ ରୋଗୀ ଙ୍କ ପାଇଁ ଦାବୀ ପତ୍ର ଦେଲେ ,ବିଏଚ୍ ଆର୍ ସି ଇଣ୍ଡିଆଭାରତୀୟ ମାନବାଧିକାର ଆୟୋଗର , ଢେଙ୍କାନାଳ ଜିଲ୍ଲା ସଭାପତି ଓ ସଦସ୍ୟ

DHENKANAL ଜିଲ୍ଲାପାଳଙ୍କୁ ଦେଖା କରି ଥିଲେ , କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ଗାଁ ର ରବୀନ୍ଦ୍ର ବାରିକ ଙ୍କ ପୁଅ ରାଜେନ୍ଦ୍ର ବାରିକଙ୍କର ଦୁଇ ଗୋଟି କିଡ଼ିନ ନଷ୍ଟ ହୋଇ ଯାଇଛି, ତାଙ୍କର ଅସ୍ତ୍ରୋପଚାର ୨୫ ରିଖ ଦିନ ହେବାକୁ ଯାଉଛି ତେଣୁ କରି ବିଏଚ୍ ଆର୍ ସି ଇଣ୍ଡିଆ ଢେଙ୍କାନାଳ ଟିମ୍ ୨୧/୩/୨୦୨୩ ତାରିଖ ଦିନ ଜିଲ୍ଲାପାଳ ଙ୍କ ଅନୁପସ୍ତିତି ରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପତ୍ର ଙ୍କୁ ଦେଖାକରି ତାଙ୍କର ଉତ୍ତମ ଚିକିତ୍ସା ଓ ମୁଖ୍ୟ ମନ୍ତ୍ରୀଙ୍କ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି l
bhrc india Dhenkanal TM ତରଫରୁ Dhenkanal ଜିଲ୍ଲା ସଭାପତି- ସିପୁନ କୁମାର ଦାସ, ଜିଲ୍ଲା ସମ୍ପାଦକ – ପ୍ରଦୀପ୍ତ ବାରିକି ଓ ବ୍ଲକ୍ ମହିଳା ସଭାପତି – ପୁଜାରାଣୀ ରାଉତ ଉପସ୍ତିତ ରହି କିଡନୀ ରୋଗୀ ର ଚିକିତ୍ସା ପାଇଁ ଅନୁରୋଧ ଏବଂ ଦାବୀ ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *