ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦମ ଦେଖାଇଲେ ହିମାଂଶୁ ମହାନ୍ତି।
ଦିନ କୁ ଦିନ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ରେ ବଢ଼ି ବାରେ ଲାଗିଛି ହିମାଂଶୁ ଙ୍କ ଲୋକ ପ୍ରିୟତା l
ବିଭିନ୍ନ ପଂଚାୟତ ର ଲୋକ ମାନେ ନିଜ ପଂଚାୟତ ନିଜ ର ଗ୍ରାମର ବିକାଶ ପାଇଁ ହିମାଂଶୁ ହିଁ ଏକ ମାତ୍ର ଉତ୍ସ ବୋଲି ପ୍ରକାଶ କରିଛନ୍ତି l
ଅନ୍ୟ ପକ୍ଷ ରେ ପାଞ୍ଚ ବର୍ଷ ଧରି ଏହି ଅଂଚଳ ର ବିଜେଡି ର ମଙ୍ଗ ଧରିଥିବା ବର୍ତମାନ ର ବିଧାୟକ ପ୍ରଶାନ୍ତ ବେହେରା ଅଂଚଳ ର ଲୋକ ମାନଂକୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ ହୋଇଛନ୍ତି l
ଅଂଚଳ ର ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ, ଜଳ ସେଚନ ବ୍ୟବସ୍ଥା ରେ ପ୍ରଶାନ୍ତ ଙ୍କ ହାତ ଛାଡିବା ସହିତ ହିମାଂଶୁ ଙ୍କ ହାତ ଧରିଛନ୍ତି l
ଆଜି ଭଟିମୁଣ୍ଡା ସେତୁ ନିକଟରୁ ଭଟିମୁଣ୍ଡା ପଂଚାୟତ ର ମହିଳା ମାନେ ହିମାଂଶୁ ଙ୍କୁ ପାଛୋଟି ନେବା ସହ ହୁଳହୁଳି ଓ ଶଙ୍ଖ ଧୋନି ରେ ଗ୍ରାମ ପରିକ୍ରମା କରିଥିଲେ l
ଶେଷ ରେ ଭଟିମୁଣ୍ଡା ସ୍ଥିତ ଏକ ଘରୋଇ ମଣ୍ଡପ ରେ ଏହି ସମବେଶ ଆୟୋଜନ କରାଯାଇଥିଲା l
ଏହି ସମାବେଶ ରେ ଅନେକ ମହିଳା, ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ହିମାଂଶୁ ଙ୍କୁ ବିଶ୍ୱାସ କୁ ନିଅନ୍ତି ଟାଙ୍ଗୀ ଅଂଚଳ ର ବିକାଶ କୁ ତ୍ୱରାନ୍ୱିତ କରିବେ ବୋଲି କହିଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୂଜ୍।





