ବିଶ୍ଵ (ମାନବ) ଚାଲାଣ ଦିବସ ପାଳିତ
ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମରେ “ବିଶ୍ଵ (ମାନବ) ଚାଲାଣ ଦିବସ” ପାଳିତ ହୋଇଯାଇଛି। ସାରା ଭାରତରେ ପ୍ରତିବର୍ଷ ଜୁଲାଇ ୩୦ ତାରିଖକୁ ଏହି ଦିନ ରୂପେ ପାଳନ କରାଯାଇଥାଏ “କୈଳାଶ ସତ୍ୟାର୍ଥୀ ଚିଲ୍ଡରେନ୍ସ ଫାଉଣ୍ଡେସନ” ସହାୟତାରେ “ବିଶ୍ଵ ଯୁବ କେନ୍ଦ୍ର” ଆନୁକୁଲ୍ୟରେ ଚାଲିଥିବା “ଆକ୍ସେସ୍ ଟୁ ଜଷ୍ଟିସ” କାର୍ଯ୍ୟକ୍ରମ ର କାର୍ଯ୍ୟକର୍ତ୍ତା ଲକ୍ଷ୍ମୀ ବେହେରା .ବିଭିନ୍ନ ସ୍ଥାନରେ ସଭା ଆୟୋଜନ କରି ଶିଶୁ ଚାଲାଣ କୁ କେମିତି ବନ୍ଦ କରାଯାଇପାରିବ ସେ ଦିଗରେ ସଚେତନ କରିଥିଲେ।ଶିଶୁ ମାନଙ୍କୁ ଶ୍ରମରେ ଲଗାଇବା କିମ୍ବା ଚାଲାଣ କରିଵା ଏକ ଦଣ୍ଡନୀୟ ଅପରାଧ।ଶିଶୁ ଚାଲାଣ ହେଉଛି ଏକ ବିପଦ, ସମଗ୍ର ମାନବିକତା ବିରୁଦ୍ଧରେ ଅପରାଧ | ଏକତ୍ରିତ ହୋଇ ଏହାର ପୀଡିତମାନଙ୍କୁ ମୁକ୍ତ କରିବା ଏବଂ ଏହି ଅପରାଧକୁ ଦୂର କରିବା ପାଇଁ ସମୟ | ଏହା ଆମ , ବ୍ୟକ୍ତିଗତ ଜୀବନ, ପରିବାର ଏବଂ ଆମ ସମାଜକୁ ରୋଗାକ୍ରାନ୍ତ କରିଥଏ |ଶିଶୁ ଚାଲାଣ ହେଉଛି ଏକ ବିପଦ, ସମଗ୍ର ମାନବିକତା ବିରୁଦ୍ଧରେ ଅପରାଧ | ଏକତ୍ରିତ ହୋଇ ଏହାର ପୀଡିତମାନଙ୍କୁ ମୁକ୍ତ କରିବା ଏବଂ ଏହି ଅପରାଧକୁ ଦୂର କରିବା ପାଇଁ ସମୟ | ଏହା ଆମ , ବ୍ୟକ୍ତିଗତ ଜୀବନ, ପରିବାର ଏବଂ ଆମ ସମାଜକୁ ରୋଗାକ୍ରାନ୍ତ କରିଥଏ |





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)