ବଅଁରପାଳ ବି.ଇ.ଓ ଙ୍କ ଅବସର ଗ୍ରହଣ ଓ ନୂତନ ବି.ଇ.ଓ. ଙ୍କ ଯୋଗଦାନ
___________
ବଅଁରପାଳ ତା୦୨.୦୮.ବଅଁରପାଳ ବ୍ଲକ ର ଗୋଷ୍ଠି ଶିଖ୍ୟା ଅଧିକାରୀ ଦେବାନଂଦ ଖୁଣ୍ଟିଆ ଜୁଲାଇ୩୧ ତାରିଖ ଦିନ ଅବସର ଗ୍ରହଣ କରଛନ୍ତି..ଏହି ଅବସରରେ ଜିଲା ଶିଖ୍ୟା ଅଧିକାରୀ,ଅନୁଗୋଳ କଂତରଫରୁ ,ତଥା ବଅଁରପାଳ ବ୍ଳକ୍ ଶିଖ୍ୟା ଅଧିକାରୀ କାର୍ଯ୍ୟାଳୟ ରେ CRCC,ଶିଖ୍ୟକ, ହାଇସ୍କୁଲ ପ୍ରଧାନ ଶିଖ୍ୟକ,ଅଫିସ ତରଫରୁ ମାନପତ୍ର,ଉତରୀୟ,ପୁଷ୍ପ ଗୁଛ ଓ ନାନା ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଧିତ କରାଯାଇଥିଲା..ଶ୍ରୀ ଖୁଣ୍ଟିଆ ବଅଁରପାଳ ବିଇଓ ହିସାବରେ ଗତ ୦୯.୦୯.୨୦୨୧ ମସିହା ରେ ଯୋଗଦାନ କରିଥିଲେ..ଜଣେ ସୁଦଖ୍ୟ ପ୍ରଶାସନିକ ଅଧିକାରୀ ତଥା ସୁନ୍ଦର ଅମାୟିକ କର୍ତବ୍ୟପରାୟଣ ବ୍ୟକ୍ତିତ୍ବ ହିସାବରେ ସେ ସମସ୍ତକଂର ପ୍ରିୟପାତ୍ର ଥିଲେ..ଅବସର ଅବସର ରେ ସମସ୍ତେ ତାଂକ ବହୁମୁଖୀ ପ୍ରତିଭା ର ଉଚ ପ୍ରଶଂସା କରିଥିଲେ..ତାକଂ ଅବସର ଦିନ ହିଁ ରାଜ୍ୟସରକାର ଜିତେନ୍ଦ୍ର କୁମାର ମିଶ୍ର କୁଂ ବଅଁରପାଳ ଗୋଷ୍ଠି ଶିଖ୍ୟା ଅଧିକାରୀ ଭାବେ ତୁରନ୍ତ ନିଯୁକ୍ତି ପ୍ରଦାନ କରିଥିବାରୁ ଶିଖ୍ୟକ ମହଲ ରେ ଆନଂଦ ପ୍ରକାଶ ପାଇଛି ଓ ନୂତନ ବି.ଇ.ଓ.କୁଂ ସ୍ବାଗତ କରାଯାଇଛି…











