ରାଜ୍ୟରେ ଲଗାଣ ବର୍ଷା ଯୋଗୁ ୧୨ଟି ଜିଲ୍ଲାର ୮୨ ବ୍ଲକର ୨୬୪ ଗୋଟି ପଞ୍ଚାୟତ ଅନ୍ତର୍ଗତ ୪୮୧ ଗୋଟି ଗ୍ରାମ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଘଟିଥିବା କ୍ଷୟକ୍ଷତିର ବିବରଣୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଉଛି।
ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସ୍ ବିବୃତି ରଖିଛନ୍ତି।




