ଫୁଟିଲା ବିରଳ ବ୍ରହ୍ମ କମଳ,ଠାକୁରଙ୍କୁ ସମର୍ପଣ
ଦୀର୍ଘ ୫ବର୍ଷ ପରେ ଫୁଟିଲା ବ୍ରହ୍ମ କମଳ । କୁଲାଡ଼ ଗ୍ରାମର ଦିଲୀପ କୁମାର ସାହୁଙ୍କ ବାସଭବନ ବଗିଚାରେ ଆଜି ରାତ୍ର ୯ ଘଣ୍ଟା ସମୟରେ ଗୋଟିଏ ବ୍ରହ୍ମ କମଳ ଫୁଲ ଫୁଟିବା ପରେ ଏହାକୁ ଦେଖିବା ପାଇଁ ତାଙ୍କ ଘରେ ଭିଡ଼ ଜମିଥିଲା। ନାଲକୋ ମନ୍ଦିରରେ ସମର୍ପଣ କରଯାଇଥିଲା। ବ୍ରହ୍ମ କମଳ ପ୍ରଦାନ ପରେ ଜଗନ୍ନାଥା ମନ୍ତ୍ର ଉଚ୍ଚାରଣ କରାଯାଇ ଠାକୁରଙ୍କୁ ସମର୍ପଣ କରାଯାଇଥିଲା।




