ପୋଖରୀ ଭିତରେ ପଡ଼ି ଶିଶୁ ପୁତ୍ରଙ୍କ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତୋରାଣୀ ପୋଖରୀ ପଞ୍ଚାୟତ ଡୁମୁରିଆ ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା
ଅଢେ଼ଇ ବର୍ଷ ଶିଶୁ ପୁତ୍ର ପୋଖରୀ ରେ ବୁଡ଼ି ଯାଇ ମୁତ୍ୟୁ ଘଟିଛି
ସୁଚନା ଅନୁଯାୟୀ ଘର ସବୁ ଲୋକେ ମାନେ ବିଲ କୁ କାମ କରିବା ଯାଇଥିବା ବେଳେ
ଘରେ ଥିବା ବଡ଼ ଭାଉଜ ରାଣୀ ସହିତ ଅଢେ଼ଇ ବର୍ଷ ର ଶିଶୁ ପୁତ୍ର ପାଖରେ ଥିବା ପୋଖରୀ କୁ ଗାଧେଇବା ପାଇଁ ଯାଇଥିଲା ଓ ଘରକୁ ଆସି ନଥିବାରୁ ତାଙ୍କର
ବଡ଼ ଭଉଣୀ ଘରକୁ ଆସି ତାଙ୍କର ଭାଇ କୁ ନଂ ପାଇବାରୁ ବହୁତ ଜାଗାକୁ ଜାଇ ଖୋଜାଖୋଜି କରିଥିଲେ ଖବର ପାଇ ଗ୍ରାମ ବାସୀ ମାନେ ଗାଁ ପୋଖରୀ ଭିତର ଭାସୁ ଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ପରିବାର ଲୋକେ ଖବର ପାଇ ପାଖରେ ଥିବା ପୋଖରୀରେ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
କେନ୍ଦୁଝର ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
