ଚାଷୀଙ୍କ ପାଇଁ ସୁଦୃଢ଼ ହେଉଛି ଜଳସେଚନ ବ୍ୟବସ୍ଥା। ମୟୂରଭଞ୍ଜ ଗସ୍ତ ଅବସରରେ #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏବେ ବେତନଟୀ ବ୍ଲକର ୨୦ ହଜାର ଏକର ଜମିକୁ ସେଚ ସୁବିଧା ଯୋଗାଉଥିବା ଏହି ପ୍ରକଳ୍ପ ଆଗାମୀଦିନରେ ବଡ଼ସାହିର ୧୧ ହଜାର ଏକର ଜମିକୁ ଜଳସେଚିତ କରିବା ସହିତ ୭୨ ହଜାର ଏକର ପର୍ଯ୍ୟନ୍ତ ଏହାର ପରିସୀମା ବୃଦ୍ଧି ହେବ।

September 14, 2026/
No Comments



