ଇଣ୍ଡିଆନ୍ ବାଇ ବାର୍ଥ ଅର୍ଗାନାଇଯେସନ ତରଫରୁ କେୟାର ନେତ୍ରମ୍ ଦ୍ଵାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଆଙ୍କର :- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହାତିବାରି ପଞ୍ଚାୟତ ର ହାତିବାରି ସ୍କୁଲ ଠାରେ ଇଣ୍ଡିଆନ୍ ବାଇ ବାର୍ଥ ଅର୍ଗାନାଇଯେସନ ତରଫରୁ କେୟାର ନେତ୍ରମ୍ ସହୋଜଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ କରାଯାଇଥିଲା | ଏଥିରେ ଇଣ୍ଡିଆନ୍ ବାଇ ବାର୍ଥ ର କ-ପାଂଉନ୍ଡର ସତ୍ୟ ଭାଈ ଙ୍କ ସହିତ ଯାଜପୁର ଟିମ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଗ୍ରାମବାସୀ ମାନଙ୍କୁ ମଧ୍ଯ ମାଗଣା ଚକ୍ଷୁ ପରୀକ୍ଷା କରାଇବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା ।

ଯାଜପୁର ଜିଲ୍ଲାରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





