ପାଟଣା, କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ମହାସଂଘ ସେପ୍ଟେମ୍ବର ୧ ତାରିଖ କୁ ଡ୍ରାଇଭର ଦିବସ ପାଳିଛନ୍ତି।ଡ୍ରାଇଭର ମାନେ ସାଧୁପଡା ସନ୍ନିକଟ ବିଶ୍ୱକର୍ମା ଫିଲିଙ୍ଗ ଷ୍ଟେସନ ରୁ ଏକ ଶୋଭା ଯାତ୍ରା ରେ ବାହାରି ଆନନ୍ଦେ ଶ୍ବର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।ସେଠାରୁ ଫେରିବା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରର ରୋଗୀ ଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରିଛନ୍ତି।ଏହାପରେ ସାଧୁପଡା ଆମ୍ବ ତୋଟା ରେ ଏକ ସଭା ଅନୁଷ୍ଠିତ ହୋଇଥିଲ। ଆୟୋଜିତ ସଭା ବ୍ଲକ ସଭାପତି ସଞ୍ଜୟ କୁମାର ଭୂମିଜ ଙ୍କ ସଭା ପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପାଟଣା ଥାନା ଏ ଏସ ଆଇ ପଦ୍ମା ବତୀ ବିଶ୍ୱାଳ ଯୋଗ ଦେଇ ସଡକ ସୁରକ୍ଷା ଉପରେ ଡ୍ରାଇଭର ମାନଙ୍କୁବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ସଂଘ ସଭାପତି ସଞ୍ଜୟ କୁମାର ଭୂମିଞ୍ଜ
ଉପସଭାପତି ବିଶ୍ବମ୍ବର ମହାନ୍ତ
ସଂପାଦକ ଗୌରାଙ୍ଗ ବେହେରା
ସହ ସଂପାଦିକା ଶିବନାଥ ମହାନ୍ତ
କୋଷାଧ୍ୟକ୍ଷ ନିରଞ୍ଜନ ମହାନ୍ତ
ଉପଦେଷ୍ଟା ପ୍ରଫୁଲ୍ଲ ମହାନ୍ତ
ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଡ୍ରାଇଭର ସଂଗଠନ ର ବଜାୟ ରଖିବାକୁ କହିଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




