ଢେଙ୍କାନାଳ ବାଇପାସ୍ ସ୍ଥିତ ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ
ଢେଙ୍କାନାଳ ବାଇପାସ୍ ସ୍ଥିତ ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ରାଧାକୃଷ୍ଣ ଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ଜନ୍ମ ପୂଜା ଜନ୍ମ ବହି ପଠନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ। ବହୁ ସଂଖ୍ୟକ ଭକ୍ତଙ୍କ ଧାଡ଼ି ଲାଗିଥିବା ବେଳେ ଭକ୍ତଙ୍କ ହାତରେ କ୍ଷୀର, ଓ ବିଭିନ୍ନ ଫଳମୂଳ ଭୋଗ ଆଦେଖିବାକୁ ମିଳୁଛି। ଆସନ୍ତା କାଲି ନନ୍ଦ ଉତ୍ସବ ପାଳନ କରାଯିବ।




