ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବ ପକ୍ଷରୁ ୩୭ତମ ବିଶ୍ବକର୍ମା ପୂଜା ପାଳିତ
ଢେଙ୍କା ନାଳ, ୧୭/୯: ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ୱକର୍ମା ପୂଜା ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ପ୍ରାତଃରୁ କଳସ ଯାତ୍ରା ଆରମ୍ଭ ହୋଇ ମହା ଆଡମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠାନର କର୍ମକର୍ତାମାନଙ୍କ ଦ୍ୱାରା ସଂପାଦନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବାଳଭୋଗ, ମଣ୍ଡଳ ପଜା ଓ ବିଭିନ୍ନ ରୀତିନୀତି ସହ ପୂଜା ଆରମ୍ଭ ହୋଇଥିଲା । ଏହାପରେ ବିଭିନ୍ନ ପ୍ରକାର ଭୋଗର ଲାଗି କରାଯାଇଥିଲା । ଏହି ପୁଜା ୪ଦିନ ପର୍ଯ୍ୟନ୍ତ ଲାଗି ରହିବ ଓ ଆସନ୍ତା ୨୦ ତାରିଖ ବୁଧବାର ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ। କ୍ଲବ୍ର ସମସ୍ତ କର୍ମକର୍ତାମାନଙ୍କ ସହଯୋଗରେ ଏହାକୁ ସମ୍ପନ୍ନ କରାଯାଇଅଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


