ନଳ ଅଛି ଜଳ ନାହିଁ, ରାସ୍ତା କାମ ପାଇଁ ପାଇପ୍ ଫାଟିବାରୁ ପାଞ୍ଚ ମାସ ହେଲା ବସୁଧା ଯୋଜନା ଫେଲ

ନଳ ଅଛି ଜଳ ନାହିଁ, ରାସ୍ତା କାମ ପାଇଁ ପାଇପ୍ ଫାଟିବାରୁ ପାଞ୍ଚ ମାସ ହେଲା ବସୁଧା ଯୋଜନା ଫେଲ

ଖଣି ଅଞ୍ଚଳରେ ଜଳ ସଂଙ୍କଟ ଉତ୍କଟ । ପାଇପ ଫାଟିବାରୁ ୫ମାସରୁ ଉର୍ଦ୍ଧ୍ବ ହେବ ପାଣି ଟୋପାଏ ନପାଇ ଡହଳ ବିକଳ । ବିକଳ୍ପ ସୁବିଧା ନପାଇ ଚୁଆ ପାଣି ହିଁ ଏକମାତ୍ର ଭରସା ।
ରାଜ୍ୟରେ କେନ୍ଦୁଝର ଜିଲ୍ଲା ଖଣି ଖାଦାନର ଗନ୍ତାଘର ।ଏଠାରୁ କୋଟି କୋଟି ଟଙ୍କା ସରକାରଙ୍କ ରାଜକୋଷକୁ ସମୃଦ୍ଧ କରୁଥିବା ବେଳେ ଏଠାକାର ଲୋକ ମାନଙ୍କ ଦୂରାବସ୍ଥା କହିଲେ ନ ସରେ ।ସରକାର ମାଳ ମାଳ ଯୋଜନା କରି ଲୋକ ମାନଙ୍କ ବିକାଶରେ ସହଭାଗୀ ହେଉଥିବା କହୁଥିବା ବେଳେ ଯୋଡା ବ୍ଲକ ବଡ କାଳିମାଟି ପଞ୍ଚାୟତବାସୀ ପିଇବା ପାଣି ଟୋପାଏ ପାଇଁ ଦିନ ତମାମ ସଙ୍ଘର୍ଷ ଚଳାଇଛନ୍ତି । ଜୀବନ ବଞ୍ଚିବା ପାଇଁ ଡହଳ ବିକଳ ପରିସ୍ଥିତି ଏଠାରେ ଦେଖାଦେଇଛି । ପାହାଡ ରୁ ବହି ଆସୁଥିବା ଝରଣା ପାର୍ଶ୍ବରେ ଚୁଆ ଖୋଳି ପାଣି ସଂଗ୍ରହ କରିବା ସହ ଅତ୍ୟନ୍ତ ଦୟନୀୟ ଭାବେ ଦୂଷିତ ଜଳ ପିଇ ଜୀବନ ଅତିବାହିତ କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ସରକାରଙ୍କ ବସୁଧା ଯୋଜନା ଏଠାରେ କାର୍ଯ୍ୟକ୍ଷମ ଥାଇ ସ୍ଥାନୀୟ ବାସୀନ୍ଧା ମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା କନ୍ତୁ ବିଡମ୍ବନାର ବିଷୟ ରାସ୍ତା କାମ ସମୟରେ ପାଇପ ଫଟାଇ ଦେବା ଯୋଗୁଁ ଏଅଞ୍ଚଳକୁ ପାନୀୟ ଜଳ ୫ମାସରୁ ଉର୍ଦ୍ଧ୍ବ ସମୟ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ଉଦାସୀନତା ପାଇଁ ଲୋକମାନେ ପାନୀୟ ଜଳ ନପାଇ ଚୁଆ ପାଣିକୁ ନିର୍ଭର କରି ବିଭିନ୍ନ ଦୁରାରୋଗ୍ୟର ଶୀକାର ହେଉଛନ୍ତି । ବର୍ତ୍ତମାନ ବର୍ଷା କାଳ ହୋଇଥିବା ବେଳେ ଦୂଷିତ ଜଳ ଗ୍ରହଣ କରି ହଇଜା,ଅମାଶୟ,ଡାଏରିଆ ରୋଗ ପରି ଅନେକ ମାରାତ୍ମକ ରୋଗ ରେ ଶୀକାର ହେଉଥିବା କୁହାଯାଇଛି ।ବାରମ୍ବାର ଜଳ ଯୋଗାଣ ବିଭାଗକୁ ଜଣାଇଲେ ସୁଧା କୌଣସି ଫଳପ୍ରଦ ହୋଇନାହିଁ ।ଏ ପଞ୍ଚାୟତରେ ସଂଖ୍ୟାଗରିଷ୍ଠ ଲୋକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ କାମ ଧନ୍ଦା ଛାଡି ଚୁଆ ପାଣି ସଂଗ୍ରହରେ ସମୟ ବିତୁଥିବା କୁହାଯାଇଛି । ଅନ୍ୟପକ୍ଷେ ପଞ୍ଚାୟତର ପରିବେଷ୍ଟନୀ ମଧ୍ୟରେ ମାଳ ମାଳ ଖଣି ଓ ଷ୍ଟିଲ କମ୍ପାନୀ କାର୍ଯ୍ୟକ୍ଷମ ରହିଥିବା ବେଳେ ସେମାନଙ୍କ ଆଞ୍ଚଳିକ ପାରିପାର୍ଶ୍ବିକ ବିକାଶ ପ୍ରତି ଗୁରୁତ୍ୱ ନ ଦେବା ସେମାନଙ୍କୁ ବ୍ୟଥିତ କରିଛି । ଏହା ବ୍ୟତିତ ଖଣି ଅଞ୍ଚଳର ବିକାଶ ନିମନ୍ତେ ଜିଲ୍ଲାପାଳଙ୍କ ପରିଚାଳନାରେ ଜିଲ୍ଲା ଖଣିଜ ପାଣ୍ଠି ରେ ହଜାର ହଜାର କୋଟି ଟଙ୍କା ଗଚ୍ଛିତ ରହିଛି ।ଯଦି ଖଣି ଅଞ୍ଚଳର ପାରିପାର୍ଶ୍ବିକ ବିକାଶରେ ଖର୍ଚ୍ଚ ନହେବ ତେବେ ଡି ଏମ୍ ଏଫ୍ ପାଣ୍ଠି କାହା ସ୍ବାର୍ଥ୍ୟ ପାଇଁ ଉଦ୍ଦିଷ୍ଟ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ପ୍ରଶାସନ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରି ଯଥାଶୀଘ୍ର ଏଅଞ୍ଚଳରେ ପୁନର୍ବାର ପାଣି ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech