ଜୁନାଗଡ଼ ଜିଲ୍ଲାମାନ୍ୟତା ଦାବି 19ତମ ଦିନରେ ପହଁଚିଲା., ସମର୍ଥନ ଜଣେଇଲେ ଠିକାଦାର ସଂଘ .….!
ଜୁନାଗଡ଼ ଏକ ପୁରାତନ ରାଜଧାନୀ, କଲା ସଂସ୍କୃତି ର ଗଡ଼, କଳାହାଣ୍ଡିର ଭାତହାଣ୍ଡି ହେଉଛି ଜୁନାଗଡ଼,ଜୁନାଗଡ଼ ହେଉଛି ରାମପୁର ବ୍ଲକ, କୋକସରାବ୍ଲକ, ଗୋଲାମୁଣ୍ଡା ବ୍ଲକ, ଜୟେପାଟଣା ବ୍ଲକ, ଧର୍ମଗଡ଼ବ୍ଲକ ର ମାଧ୍ୟମସ୍ଥଳ, ସବୁ ବ୍ଲକ ପାଇଁ ଗମନାଗମନର ମୁଖ୍ୟବିନ୍ଦୁ, କଳାହାଣ୍ଡିର କେନ୍ଦ୍ର ବିନ୍ଦୁ ଜୁନାଗଡ଼, ଜିଲ୍ଲାମାନ୍ୟତା ଦାବିଆଜି 19ତମ ଦିନରେ ପହଂଚିଛି, ଆଜି ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି, ଏବଂ ଜୁନାଗଡ଼ ଠିକାଦାର ସଂଘ ମା ଲଙ୍କେଶ୍ୱରୀ ମନ୍ଦିର ଠାର ଶୋଭା ଯାତ୍ରାରେ ବାହାରି ବ୍ଲକ ଶମ୍ଭୁଖରେ ପହଂଚି ଧାରଣାରେ ବସିଛନ୍ତି, ଏହିଧାରଣରେ କ୍ରିୟାନୁଷ୍ଠାନ ସଭାପତି ଶ୍ରୀଯୁକ୍ତ ହିମାଂଶୁ ବରାଡ଼, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ ସିଂ,ଧାରଣାର ଆବାହକ ଶ୍ରୀଯୁକ୍ତ ପ୍ରଭାତ ଦାସ, ଠିକାଦାର ସଭାପତି ଶ୍ରୀଯୁକ୍ତ ବିଧ୍ୟାଧର କାଣ୍ଡ,ଙ୍କ ସଭାପତିତ୍ୱରେ ଆଜି ଧାରଣା ଦିଆଯାଇଥିଲା, ଏଥିରେ ସହଯୋଗ କରିଥିଲେ ଶ୍ରୀ ଅଜିତ ସହୂ, ଗୋଲାପ ସିଂ, ଯତୀନ୍ଦ୍ର କର, ଋଷି କ୍ଷିତି, କାଳିଆ କାନ୍ଦପାନ, ସୂର୍ଯ୍ୟନାରାୟଣପଣ୍ଡା, ଦେବେନ୍ଦ୍ର ମୁଣ୍ଡ, ଭରତ ପାତ୍ର,ନିଖିଳ ଅଗ୍ରୱାଲ, ତୁଷାର ପଣ୍ଡା, ରାଜେନ୍ଦ୍ର ନାରାୟଣ, ରତନ ନିଆଲ, ଏ ସବୁ ସହଯୋଗ କରିଥିଲେ, ଏବଂ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦିଆଯାଇଥିଲା…!ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ!




