ଜିପିଏଲଏଫ ସଙ୍ଘ ପକ୍ଷରୁ ବିଡିଓ ଙ୍କୁ ଦାବି ପତ୍ର
ଯାଜପୁର, ଦାନଗଦୀ Date -04.12.2024Slog-ଅଲ ଓଡିଶା ଜିପି ଏଲ ଏଫ କର୍ମୀ ସଙ୍ଘ ଦାନଗଦୀ ଶାଖା ପକ୍ଷରୁ ସେମାନଙ୍କ ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାନଗଦି ମଣ୍ଡଳ ଉନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | କମ୍ୟୁନିଟି ସପୋର୍ଟ ଷ୍ଟାଫ (MBK) ଦକ୍ଷ ନଥିପତ୍ର ପରିଚାଳିକା (CRP), ଗୋଷ୍ଠୀ ସହାୟିକା, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର, ଏଲଏସ୍ପି ମାନଙ୍କୁ ସରକାର ଆଠ ମାସ ହେବ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରିନାହାନ୍ତି | ଦୀର୍ଘ ବରବର୍ଷ ହେଲା ଏହି କର୍ମଚାରୀ ମାନେ ସରକାର ଙ୍କ ଭିଭିନ କାର୍ଯ୍ୟ ନିରବଛିନ୍ନ ଭାବେ କରିଆସୁଥିଲେ ସୁଦ୍ଧା ପାରିଶ୍ରମିକ ରୁ ବଂଚିତ ହେବ ଏକ ଦୁଃଖ ର ବିଷୟ | ଯାହା ଫଳରେ ସେମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଅନେଇ ସେମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅବଗତ କରାଇଲେ ମଧ୍ୟ୍ କୌଣସି ଫଳ ମିଳୁନାହିଁ | ଆସନ୍ତା ୯ ତାରିଖଠାରୁ ଉପରକ୍ତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଜିପିଏଲ ଏଫ କାର୍ଯ୍ୟ ବନ୍ଦ କରି ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତା ରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି | | ବୁଧୁବାର ଅଲ ଓଡିଶା ଜିପିଏଲ ଏଫ କର୍ମୀ ସଙ୍ଘ ଦାନଗଦୀ ଶାଖା ସଭାପତି ପରାମଣୀ ସାହୁ, ସମ୍ପାଦିକା କଳ୍ପଲତା ମହାନ୍ତ ଓ ଅନ୍ୟ କର୍ମକର୍ତାମାନେ ଦାନଗଦୀ ମଣ୍ଡଳ ଉନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି |
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


