Spread the love

ଟିଙ୍ଗିପଦର୍ ଠାରେ ୭୬ ତମ ସାଧରଣ ତନ୍ତ୍ର ଦିବସ ପାଳିତ, ହୋଇ ଯାଇଛି

ଗୋଲାମୁଣ୍ଡା/୨୬/୧/୨୫/ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ , ସାରା ଭାରତରେ ପାଳିତ ହେଉଛି ସାଧାରଣ ପବିତ୍ର ଦିବସ, ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତଚପରିଆ ଗ୍ରାମପଞ୍ଚାୟତ,, ଟି ଙ୍ଗି ପଦର୍ ମା ସୁବର୍ଣ୍ଣ ରଣିଆନୁଷ୍ଠାନ ତରଫରୁ କୁନି କୁନି ବାଳକ ବାଳିକା ମାନଙ୍କୁ ନେଇ ମହା ସମାରୋହରେ ପାଳିତ ହୋଇଛି, ସର୍ବ ପ୍ରଥମେ ବାଳକ ମାନଙ୍କ ଦ୍ୱାରା ଏକ ଶହ ମିଟର ଦୌଡପ୍ରତିଯୋ ଗିତା ହୋଇ ଥିଲା,, କୁଚିଖେଲ, କୁଇ ଚ,, ଚୋକିବସା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଜେତାଙ୍କୁ ମାନପତ୍ର ପ୍ରଦାନ ଖାତା ୱାଡବୁକ୍ ଦିଆଯାଇଥିଲା ମୁଖ୍ୟ ଅତିଥି ଭାବରେ ସହ ଦେବ ଦାସ ପତାକା ଉତ୍ତୋଳନ କରିଥିଲେ ସମ୍ମାନୀୟ ଅତିଥି ଭାବେ କପୁର ଚ ନ ସେଠି ଆ , ବାସୁଦେବ ମାଲିକ, ଚକମ କିଆ ସୁନା ନି, ମାଧବ ମାଝୀ, ଜଗ ର ନାଥ ମାଲିକ, ମୁରଲୀ ମଲିକ, ଅନୁଷ୍ଠାନ ର ସଭାପ ତି, ଅନିଲ ମଲିକ, ସିଗ୍ରେ ଟରୀ, ପୂର୍ଣ୍ଣ ଚ ନ୍ଦ୍ର ସେଠି ଆ, କୋଷାଧ୍ୟକ୍ଷ, ଦେବରାଜ ଭାଟି, ଜଗ ର ନାଥ ମାଝୀ, ଡ ମରୁ ମାଝୀ, ଓ ଅ ନେକ୍ ସଭ୍ୟ ଉପ ସ୍ଥିତ ଥିଲେ ନିଜ ନିଜରମନ୍ ତବ୍ୟ ପ୍ରଦାନ କରି ଥିଲେ ଟି ଙ୍ଗିପ ଦର ପ୍ରାଥମିକ ବିଦ୍ୟାଳୟର ଓ ଚ ପରି ଆ ହାଇ ସ୍କୁଲ ଓ କଲେଜ ରେ ମଧ୍ୟ ବହୁ ଆଦମ୍ବ ବରେ ପାଲିତ ହାଇ ଯାଇଛି ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁରଚନ ସେଠିଆଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *