ଜାନୁଆରୀ 26 ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି
ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଅ ପଞ୍ଚାୟତ ରେ ଜାନୁଆରୀ 26ଗଣ ତନ୍ତ୍ରଦିବସ ପ୍ରତ୍ୟେକ ସ୍କୁଲ, ଅନୁଷ୍ଠାନ ମାନଙ୍କରେ ପାଳନ କରାଯାଇଛି, ପିଳୀକିଆ ପଞ୍ଚାୟଜାନୁଆରୀ 26 ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛିତ ସରପଞ୍ଚ ଶ୍ରୀମତୀ ଶୋବ୍ୟାରାଣୀ ସୁନାନୀ ମହିଭର ପ୍ରାଥମିକ ବିଦ୍ୟାଳୟ ରେ ପତାକା ଉତ୍ତଲନକରି, ପିଲିକିଆ ପଞ୍ଚାୟତ ରେ ପତାକା ଉତ୍ତୋଳନ କରିଥିଲେ, ଏଥିରେ P E O ନୀଳମଣି ନାଏକ, ନାଏବ ସରପଞ୍ଚ ଶ୍ରୀରାହାସ ନାଏକ,ଶିକ୍ଷକ ଶ୍ରୀ ନିରଞ୍ଜନ ସାହାଣୀ,ଲଲାଟ ମେହେର,ଅଦ୍ୟତମେହେର,ଶ୍ରୀବାଲେଶ୍ବର ସୁନାନୀ,ସୁସାନ୍ତ ସରାଫ, ୱାର୍ଡ ସଭ୍ୟ ସଭ୍ୟା, ଓ ସ୍କୁଲ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ, ଛାତ୍ର ଛାତ୍ରୀ ମାନେ ଗଣତନ୍ତ୍ର ଦିବସ ଉପଲକ୍ଷେ ବକୃତା ଦେଇଥିଲେ, କିନ୍ତୁ ଜୁନାଗଡ ରେ ବହୁଜନ ସଂଗ୍ରାମ ସମିତି ବାବା ସାହେବ ଆମ୍ବଦକର ଙ୍କ ପ୍ରତି ମୂର୍ତ୍ତି ରେ ଶ୍ରୀ ରଞ୍ଜନ କୁମାର ଜାଲ ମଲ୍ୟାପ୍ରଣ କରି ଜାନୁଆରୀ 26 ପାଲନ କରିଥିଲେ, ଏଥିରେ ସଂଗ୍ରାମ ସମିତି ର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ, କିନ୍ତୁ ଦୁଃଖର ବିଷୟ ସରକାର ମିଶନ ଶକ୍ତି କୁ ଅଧିକ ଅଗ୍ରାଧିକାର ଦେଉଥିବାବେଳେ ମିଶନ ଶକ୍ତି ର କୌଣସୀ ଏମବିକେ, ସିଆରପି, ପିଲୀକିଆ ପଂଚାୟତ ରେ ଗଣତନ୍ତ୍ର ଉପଲକ୍ଷେ ପତାକା ଉତ୍ତଲନ କରିନଥିଲେ, କି ପଞ୍ଚାୟତ ରେ ଉପସ୍ଥିତ ମଧ୍ଯ ହୋଇନଥିଲେ, ତେଣୁ ପଂଚାୟତ ର ସରପଞ୍ଚ,P E O, ୱାର୍ଡ ସଭ୍ୟ, ସଭ୍ୟା ଦୁଃଖ ପ୍ରକାଶ କରିଥିଲେ, ଜୁନାଗଡ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।



