ବାରହା ଶିକାରୀଙ୍କ ବୋମା ଖାଇ ବଳଦ ଗୁରୁତର……. କଙ୍କଡ଼ାହାଡ଼..ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି ଗ୍ରାମର ରଞ୍ଜନ ସାହୁର ଏକ ବଳଦ ସକାଳ ୭. ୧୫ ମିନିଟ ସମୟରେ ଘର ଠାରୁ ଶହେ ମିଟର ଦୂରରେ ବାରହା ବୋମା ପଡିଥିଲା ସେହି ସମୟରେ ଗୋରୁଟି ବୋମା ଖାଇ ମୃତ୍ୟୁ ସହିତ ସଂଘର୍ଷ କରୁଛି!ମହାବିରୋଡ଼ ବନାଞ୍ଚଳ ରେ ବାରହା ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି!ବନବିଭାଗ ନାକତଳେ ଶିକାରୀ ମାନେ ବାରହା ବୋମା ଫାସ ତ କେଉଁଠି ବିଦ୍ୟୁତ ତାର ବିଛାଇ ଚତୁରତା ସହିତ ନିରୀହ ଜୀବଜନ୍ତୁଙ୍କୁ ଶିକାର କରାଯାଉଛି!ବର୍ଷ ବର୍ଷ ହେଲାଣି ଚତୁରତା ସହିତ ଶିକାରୀ ଖସି ପଳାଉଛନ୍ତି!କିନ୍ତୁ ବନବିଭାଗ ଶିକାରୀଙ୍କୁ ଧରିବାରେ ବିଫଳତାକୁ ଅଂଚଳ ବାସୀଘୋର ନିନ୍ଦା କରୁଛନ୍ତି!ହୂମ୍ୟାନ ରାଇଟ୍ସ ଫୋରମ ଇଣ୍ଡିଆର ତଥା ସମାଜ ସେବୀ ଦୁଃଖବନ୍ଧୁ ବିଶ୍ୱାଳ ବଳଦଟିକୁ ଚିକିତ୍ସା କରିବା ସହିତ କ୍ଷତି ପୁରଣ ପାଇବା ପାଇଁ ଶିକାରୀମାନଙ୍କୁ ଧରିବା ପାଇଁ ଦାବି କରିଛନ୍ତି!
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


