କେନାଲ ରେ ଭାସୁଥିଲା ମଣିଶ ଶବ
କଳାହାଣ୍ଡି … ଜୁନାଗଡ ଥାନା ଅନ୍ତର୍ଗତ ଛୋରିଆଗଡ଼ ବାମ କେନାଲ ରେ ଏକ ଅଜଣା ଯୁବକ ର ସବ ଭାଷୀଆସୁ ଥିବା ଦେଖିବାକୁ ମିଳିଥିଲା, ଗ୍ରାମର ଲୋକ କେନାଲ କୁ ସକାଳେ ଗାଧୋଇ ଆସିଥିବା ବେଳେ ଦେଖିବାକୁ ପାଇଥିଲେ, ଓ ଗ୍ରାମର ଲୋକଙ୍କୁ ଖବର ଦେଇଥିଲେ, ଫଳରେ ଗ୍ରାମର ଲୋକମାନେ ପହଞ୍ଚି ଜୁନାଗଡ ଥାନାକୁ ଖବର ଦେଇଥିଲେ, ଜୁନାଗଡ ପୋଲିସ ଅଗନିଶ୍ରମ ବାହିନୀ ସହିତ ପହଞ୍ଚି ଥିଲେ ଓ ସବଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜୁନାଗଡ ଡାକ୍ତର ଖାନାକୁ ପଠାଯାଇଛି, ହେଲେ ସବଟିର କିଛି ପରିଚୟ ମିଳିପାରି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)