ମହିମାଗାଦିକୁ ବ୍ଲକ୍ ଗଠନ ପାଇଁ ମହିମାଗାଦି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ

ମହିମାଗାଦିକୁ ବ୍ଲକ୍ ଗଠନ ପାଇଁ ମହିମାଗାଦି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ

ଗଁଦିଆ ବ୍ଲକ୍ ଅନ୍ତର୍ଗତ ମହିମାଗାଦି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ମହିମାଗାଦି ବ୍ଳକ୍ ଗଠନ ପାଇଁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗଁଦିଆ ବ୍ଲକ୍‌ର ପଶ୍ଚିମରେ ଥିବା ଯୋରନ୍ଦା ସମେତ ୮ଟି ଗ୍ରାମ ପଂଚାୟତ ଜନବହୁଳ ଅଂଚଳ ଅଟେ । ଏଠାରେ ବିଶ୍ବ ପ୍ରସିଦ୍ଧ ମହିମାଗାଦି ପର୍ଯ୍ୟଟନ ସ୍ଥଳୀ ଅଛି । ଗଁଦିଆ ବ୍ଲକ୍‌ର ସର୍ବପୁରାତନ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ଏହା ଜଣାଶୁଣା । ଭୌଗଳିକ ଦୃଷ୍ଟି କୋଣରୁ ଦେଖୁଲେ ପାରିପାର୍ଶ୍ବକ ପ୍ରାୟ ୧୫ଟି ପଂଚାୟତର ଏହା କେନ୍ଦ୍ରସ୍ଥଳୀ ଅଟେ। ଏହି ଫଚାୟତଗୁଡିକ ମହିମାଗାଦି ଠାରୁ ମାତ୍ର ୧୦ କି.ମି. ପରିଧ ମଧ୍ୟରେ ଅବସ୍ଥିତ । ପ୍ରତ୍ୟେକ ଗ୍ରାମ ପଂଚାୟତରୁ ମହିମାଗାଦିକୁ ଉତମ ଗମନାଗମନ ରହିଅଛି । ଗଁଦିଆ ବ୍ଲକ୍‌ର ପ୍ରଥମ ମଧ୍ୟ ଇଂରାଜୀ ବିଦ୍ୟାଳୟ, ପ୍ରଥମ ଉଚ୍ଚ ବିଦ୍ୟାଳୟ, ପ୍ରଥମ ମହାବିଦ୍ୟାଳୟ, ପ୍ରଥମ ଉପଡାକଘର ଓ ସାଧୁନିତା ପରବର୍ତୀ ସମୟରେ ଯୋରନ୍ଦା ଠାରେ ତହସିଲ ଅଫିସ୍ କାର୍ଯ୍ୟ କରୁଥିଲା । କିନ୍ତୁ କାଳକ୍ରମେ ଏଠାରୁ ତହସିଲ କାର୍ଯ୍ୟାଳୟକୁ ଗଁଦିଆକୁ ଉଠାଇ ନିଆଯାଇଥିଲା। ଫଳରେ ବିଭିନ୍ନ କ୍ଷେତ୍ରରେ ଯୋରନ୍ଦା ଅଂଚଳକୁ ଉପେକ୍ଷିତ କରାଯାଇଛି। ତେଣୁ ଏଠାରେ ପ୍ରସ୍ତାବିତ ମହିମାଗାଦି ବ୍ଳକ୍ ଗଠନ ହେଲେ ଯୋରନ୍ଦା ଅଂଚଳ ନ୍ୟାୟ ପାଇବ ଓ ଜନସାଧାରଣଙ୍କ ଉପଯୁକ୍ତ ସେବା ପାଇପାରିବେ । ଜନ ସଂଖ୍ୟା ଦୃଷ୍ଟିରୁ ଏହାର ଆଖପାଖ ସମସ୍ତ ପଂଚାୟତ ଜନବହୁଳ ଯାହାକି ବ୍ଳକ୍ ଗଠନର ଆବଶ୍ୟକତା ପୂରଣ କରୁଛି। ଏଠାରେ ୪ଟି ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର, ୩ଟି ରାଜସ ନିରୀକ୍ଷକ କାର୍ଯ୍ୟାଳୟ ଅଛି । ପୁନଶ୍ଚ ନେଉଳପୋଇ ଗ୍ରାମ ପଂଚାୟତ ଠାରେ ଏକ ବୃହତ ସୋଲାର ପ୍ୟାନେଲ୍‌ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ତେଣୁ ମହିମାଗାଦି ବ୍ଲକ୍ ଗଠନ ହେଲେ ଏ ଅଂଚଳର ପ୍ରଭୃତ ମାତ୍ରାରେ ବିକାଶ ହେବ ବୋଲି ଯୋରନ୍ଦା ଅଂଚଳବାସୀଙ୍କର ଦୃଢ ଆଶା ଓ ବିଶ୍ବାସ I ବର୍ତମାନର ସରକାର ଲୋକମାନଙ୍କ ନିକଟତର ହେବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମହିମାଗାଦି ଠାରେ ବ୍ଲକ୍ ଗଠନ ହେଲେ ପ୍ରାୟ ୧୫ଟି ଗ୍ରାମପଂଚାୟତ ଜନସାଧାରଣ ପ୍ରଶାସନିକ ସୁବିଧା ପାଇପାରିବେ । ମହିମାଗାଦି ବ୍ଲକ୍ ଗଠନ ହେଲେ ମହିମାଗାଦି ଅଂଚଳ ଜନସାଧାରଣଙ୍କ ଉପଯୁକ୍ତ ସେବା ପାଇପାରିବେ ବୋଲି ମହିମାଗାଦି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀପ୍ର ପ୍ରଦାନ ବେଳେ ମହିମାଗାଦି ଆଂଚଳିକ ବିକାଶ ପରିଷଦ ସଭାପତି ଚିତରଞ୍ଜନ ମହାନ୍ତି, କୌପିନ‌ଧାରୀ ମହିମା ସମାଜ ସଂପାଦକ ବାବା ସୁଶାନ୍ତ ଦାସ, ବାବା ନଟବର ଦାସ, ବାବା ସୁବ୍ରତ କୁମାର ଦାସ, ସତ୍ୟ ମହିମା ଧର୍ମ ଧାମ ସଂପାଦକ ବାବା ନିତ୍ୟାନନ୍ଦ ଦାସ, ଜିଲ୍ଲାପରିଷଦ ସଭ୍ୟ ବିଶ୍ଵନାଥ ଚିନରା, ପୂର୍ବତନ ସରପଂଚ ପୀତବାସ ରାଉତ, ପ୍ରକାଶ କୁମାର ରାଉତ, ନିମାଇଁ ଚରଣ ରାଉତ, ରମେଶ ଚନ୍ଦ୍ର ରାଉତ, ପ୍ରାଣବନ୍ଧୁ ରାଉତ, ସଞ୍ଜୟ କୁମାର ରାଉତ, ପଙ୍କଜ କୁମାର ରାଉତ, ପ୍ରମୋଦ ରାଉତ, ଚନ୍ଦ୍ରମଣି ପ୍ରଧାନ, ସୁଧାଂଶୁ ଶେଖର ରାଉତ, ଆବାହକ ଆନନ୍ଦ ଚନ୍ଦ୍ର ମହାନ୍ତି, ବିକାଶ ପରିଷଦର ସଭ୍ୟ ଯଦୁନନ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech