କଟକ . ଓସିଏ କନଫରେନ୍ସ ହଲରେ ସହଦୋୟ ପରିବାର ପକ୍ଷରୁ ଚଳିତ ବର୍ଷ ଦଶମ ଓ ଏକାଦଶ ପରୀକ୍ଷାରେ ଟପର୍ସଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ସହଦୋୟପରିବାର ଅଧ୍ୟକ୍ଷ ଡ ପ୍ରିୟଦର୍ଶୀ ନାୟକ ସଭାପତି ଡ ପ୍ରଦୀପ ତ୍ରିପାଠୀ, ଉପସଭାପତି ଦେବସ୍ମିତା ସାହୁ, ସମ୍ପାଦକ ଅଭିରlମ ସାହୁ, କୋଷାଧକ୍ଷ କଳ୍ପତରୁ ସାହୁ, ସଭ୍ୟା ଡ ଜୟନ୍ତୀ ମିଶ୍ର ଉପସ୍ଥିତ ଥିଲେ ,ଏହି କାର୍ଯକ୍ରମରେ 30 ରୁ ଉର୍ଦ୍ଧ ବିଦ୍ୟାଳୟର ଦଶମ ତଥା ଦ୍ଵାଦଶ ଶ୍ରେଣି ର 100 ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ତଥା ସେହି ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ଉପସ୍ଥିତ ରେ ଆୟୋଜିତ ଏହି ସମ୍ଵର୍ଦ୍ଧନା ଉତ୍ସବରେ ସଭପତିତ୍ବ କରିଥିଲେ ଶ୍ରୀ ଅଭିରାମ ସାହୁ ଟପର୍ସ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଶେଷରେ ସହୋଦୟ ଅଧ୍ୟକ୍ଷ ଡ ପ୍ରିୟଦର୍ଶୀ ନାୟକ ତାଙ୍କ ଅଭି ଭାଷଣ ରେ କୃତି ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି ଭବିଷ୍ୟତ ର କାମନା କରିବା ସହିତ ସେମାନଂକ ଏକାଗ୍ରତା ଶୀର୍ଷ ରେ ପହଞ୍ଚାଇବ ବୋଲି କହିଥିଲେ, ଏହି ସମ୍ଵର୍ଦ୍ଧନା ଉତ୍ସବର ଆୟୋଜନ କଟକ ବାରବାଟୀ ଷ୍ଟାଡିୟମ୍ ରେ ଅବସ୍ତିତ ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟ ଦ୍ଵାରା କରାଯାଇଥିଲା, ଯାହା ଛାତ୍ର ଛାତ୍ରୀ ତଥା ଅବିଭାବକ ମହଲରେ ବେଶ୍ ପ୍ରସଂଶା ହୋଇଥିଲା,
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)


