ଦେଶରେ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ – କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଦେଶରେ ବନ୍ୟା ପରିଚାଳନାର ପ୍ରସ୍ତୁତିର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦେଶରେ ବନ୍ୟା ବିପଦକୁ ହ୍ରାସ କରିବା ପାଇଁ ନିଆଯାଇଥିବା ଦୀର୍ଘକାଳୀନ ପଦକ୍ଷେପ ଏବଂ ଗତ ବର୍ଷ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସମୀକ୍ଷା କରିଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ବନ୍ୟା ପରିଚାଳନା ଏବଂ ସେମାନଙ୍କ ନେଟୱାର୍କର ସମ୍ପ୍ରସାରଣ ପାଇଁ ସମସ୍ତ ଏଜେନ୍ସି ଦ୍ୱାରା ଗ୍ରହଣ କରାଯାଇଥିବା ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ। ବନ୍ୟା ନିୟନ୍ତ୍ରଣ ଏବଂ ଜଳ ପରିଚାଳନା ପାଇଁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ମହାକାଶ ଜ୍ଞାନକୌଶଳର ସର୍ବାଧିକ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିପର୍ଯ୍ୟୟ ପରିଚାଳନା ‘ଶୂନ୍ୟ କ୍ଷୟକ୍ଷତି ଆଭିମୁଖ୍ୟ “ସହିତ ଆଗକୁ ବଢ଼ୁଛି। ସେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସଡିଏମ୍ଏ) ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍ଏ) ଙ୍କ ସହ ସମନ୍ୱୟ ରକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା ତୃଣମୂଳ ସ୍ତରରେ ଆଗୁଆ ସତର୍କ ସୂଚନା ପ୍ରସାର ସୁନିଶ୍ଚିତ କରାଯାଇପାରିବ ଏବଂ ବନ୍ୟା ପରିଚାଳନା ପାଇଁ ଏନଡିଏମଏ ଦ୍ୱାରା ଜାରି କରାଯାଇଥିବା ପରାମର୍ଶକୁ ସମୟୋଚିତ ଭାବେ କାର୍ଯ୍ୟକାରୀ କରିବା ଲାଗି ସେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିବେଦନ କରିଥିଲେ। ସେ ଏନଡିଏମ୍ଏ ଏବଂ ଏନଡିଆରଏଫ୍ କୁ ରାଜ୍ୟଗୁଡ଼ିକ ସହିତ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି ଦକ୍ଷ ବନ୍ୟା ପରିଚାଳନା ଦିଗରେ କାର୍ଯ୍ୟ କରିବାକୁ କହିଥିଲେ।ବନ୍ୟା ପୂର୍ବାନୁମାନ/ପରାମର୍ଶ ଜାରି କରିବା ପାଇଁ ସମୟସୀମା ବୃଦ୍ଧି କରିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କେନ୍ଦ୍ରୀୟ ଜଳ ଆୟୋଗ (ସି.ଡବ୍ଲ୍ୟୁ.ସି.) ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କୁ ପ୍ରଶଂସା କରିବା ସହିତ ପୂର୍ବାନୁମାନର ସଠିକତା ସ୍ତର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ ସି. ଡବ୍ଲ୍ୟୁ. ସି. ର ବନ୍ୟା ନିରୀକ୍ଷଣ କେନ୍ଦ୍ରଗୁଡ଼ିକ ଆମର ଆବଶ୍ୟକତା ଏବଂ ଅନ୍ତର୍ଜାତୀୟ ମାନ ଅନୁଯାୟୀ ହେବା ଉଚିତ। ଶ୍ରୀ ଶାହ ଜଳ ଶକ୍ତି ମନ୍ତ୍ରଣାଳୟ, ଏନଡିଏମ୍ଏ ଏବଂ ଜାତୀୟ ରିମୋଟ ସେନ୍ସିଂ ସେଣ୍ଟର (ଏନ୍ଆରଏସସି) କୁ ହିମବାହ ହ୍ରଦ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ କୌଣସି ପ୍ରକାରର ବିସ୍ଫୋରଣ ଘଟିଲେ ସମୟୋଚିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍.ଓ.ଆର୍.ଟି.ଏଚ୍.)/ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍.ଏଚ୍.ଏ.ଆଇ.) ରାଜ୍ୟ ଏବଂ ଜିଲ୍ଲା ରାଜପଥରେ ମଧ୍ୟ ସମାନ ଡିଜାଇନ୍ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକ ସହିତ କାର୍ଯ୍ୟ କରିବା ଉଚିତ, ଯାହାଦ୍ୱାରା ପ୍ରବଳ ବର୍ଷା ସମୟରେ ରାସ୍ତା ଜଳମଗ୍ନ ହେବାର ମୁକାବିଲା କରିବା ପାଇଁ ରାଜପଥ ଡ୍ରେନେଜ୍ ସିଷ୍ଟମ୍ ସଡ଼କ ନିର୍ମାଣର ଡିଜାଇନ୍ ର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିବ। ଅଧିକନ୍ତୁ, ଏନଡିଏମଏ ବନ୍ୟା ପ୍ରସ୍ତୁତି ଏବଂ ପ୍ରଶମନ ପାଇଁ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ ପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ସମନ୍ୱୟ ରକ୍ଷା କରିବା ଉଚିତ।ସ୍ୱରାଷ୍ଟ୍ର ମନ୍ତ୍ରୀ ନର୍ମଦା ନଦୀ ଅଞ୍ଚଳରେ ଜଙ୍ଗଲ କ୍ଷେତ୍ର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଅନ୍ୟ ନଦୀଗୁଡ଼ିକର କ୍ଷେତ୍ରରେ ମଧ୍ୟ ସମାନ ପ୍ରୟାସ କରାଯିବ। ସେ କହିଥିଲେ ଯେ ଏହା ନଦୀ ଅବବାହିକାକୁ ପୁନର୍ଜୀବିତ କରିବାରେ, ମୃତ୍ତିକା କ୍ଷୟ ହ୍ରାସ କରିବାରେ ଏବଂ ଏହି ଅଞ୍ଚଳରେ ସ୍ୱଳ୍ପ ବର୍ଷାର ଉଦୀୟମାନ ସମସ୍ୟାର ମୁକାବିଲା କରିବାରେ ସହାୟକ ହେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ବିହାର ଏବଂ ଉତ୍ତର ପ୍ରଦେଶରେ ପ୍ରବଳ ବନ୍ୟା ପରିଚାଳନା ପଦକ୍ଷେପ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂତନ ବିକଳ୍ପ ଅନୁସନ୍ଧାନ କରାଯିବା ଉଚିତ।ସହରାଞ୍ଚଳରେ ବୃଦ୍ଧି ପାଉଥିବା ବନ୍ୟା ପରିସ୍ଥିତି ବିଷୟରେ ଉଲ୍ଲେଖ କରି ଶ୍ରୀ ଅମିତ ଶାହ ସମସ୍ତ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଏହି ସହରଗୁଡ଼ିକରେ ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ, ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବଡ଼ ବଡ଼ ସହରରେ ବନ୍ୟା ପରିଚାଳନା ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୌସୁମୀ ସମୟରେ ସ୍ୱଳ୍ପ ଅବଧିରେ ପ୍ରବଳ ବର୍ଷାର ଧାରାକୁ ମୁକାବିଲା କରିବା ପାଇଁ ଆର୍ଦ୍ରଭୂମି ପୁନରୁଦ୍ଧାର ଏବଂ ବନୀକରଣ ପଦକ୍ଷେପର ଗୁରୁତ୍ୱ ଉପରେ ଶ୍ରୀ ଶାହ ଆଲୋକପାତ କରିଥିଲେ। ସେ ଜଳ ଶକ୍ତି ମନ୍ତ୍ରଣାଳୟକୁ ବ୍ରହ୍ମପୁତ୍ର ଅବବାହିକାରେ ଆର୍ଦ୍ରଭୂମିର ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ, ଯାହା ବନ୍ୟା ପ୍ରତିରୋଧ ତଥା ଆର୍ଥିକ ତଥା ପର୍ଯ୍ୟଟନ କାର୍ଯ୍ୟକଳାପ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।ଶ୍ରୀ ଅମିତ ଶାହ ପରାମର୍ଶ ଦେଇଛନ୍ତି ଯେ ଜାତୀୟ ଡ୍ୟାମ୍ ସୁରକ୍ଷା ପ୍ରାଧିକରଣ (ଏନଡିଏସ୍ଏ), ଆଇ.ଏମ୍.ଡି. ଏବଂ ଏନ୍.ଆର୍.ଏସ୍.ସି. ସମେତ ଅନ୍ୟାନ୍ୟ ବିଭାଗ ମିଳିତ ଭାବେ ଏପରି ଏକ ସମ୍ମିଳନୀ ଆୟୋଜନ କରିବା ଉଚିତ ଯେଉଁଥିରେ ବନ୍ୟା, ମହାକାଶ ଏବଂ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିବା ପାଇଁ ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରାଯାଇପାରିବ। ଶ୍ରୀ ଶାହ କହିଥିଲେ ଯେ ୨୦୧୪ରେ ଭାରତ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ବହୁତ ପଛରେ ଥିଲା, କିନ୍ତୁ ଆଜି ମୋଦୀ ଜୀଙ୍କ ନେତୃତ୍ୱରେ ଆମେ ବିକଶିତ ଦେଶମାନଙ୍କ ସମକକ୍ଷ ହୋଇପାରିଛୁ, ଏବେ ଆମକୁ ଏକ ନମ୍ବର ହେବାକୁ ପଡ଼ିବ।ଏହି ବୈଠକରେ ଆଇ.ଏମ୍.ଡି., ସି.ଡବ୍ଲ୍ୟୁ.ସି ସମେତ ବିଭିନ୍ନ ବିଭାଗଗୁଡ଼ିକ ବିସ୍ତୃତ ଉପସ୍ଥାପନା କରିଥିଲେ। ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗଗୁଡ଼ିକ ମଧ୍ୟ ଗତ ବର୍ଷ ଅନୁଷ୍ଠିତ ବନ୍ୟା ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଥିଲେ। ଚଳିତ ମୌସୁମୀ ଋତୁ ପାଇଁ ସେମାନଙ୍କର ପ୍ରସ୍ତୁତି ଏବଂ ଭବିଷ୍ୟତ କାର୍ଯ୍ୟ ଯୋଜନା ବିଷୟରେ ମଧ୍ୟ ସେମାନେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସମସ୍ତ ବିଭାଗ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ସମସ୍ତ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏପରି ସଫ୍ଟୱେର୍ ପ୍ରସ୍ତୁତ କରିବା ପାଇଁ ନିବେଦନ କରିଥିଲେ ଯାହା ସମସ୍ତ ବିଭାଗର ଯୋଗଦାନ ସହିତ ଅପ୍ରତ୍ୟାଶିତ ପାଣିପାଗର ମୁକାବିଲା କରିପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅମିତ ଶାହ ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରସ୍ତୁତି ପଦକ୍ଷେପ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ପ୍ରତିବର୍ଷ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ବନ୍ୟା ପ୍ରସ୍ତୁତିର ସମୀକ୍ଷା କରନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ, ଆଇଏମଡି ଏବଂ ସିଡବ୍ଲ୍ୟୁସି ଦ୍ୱାରା ଆଗୁଆ ବର୍ଷା ଏବଂ ବନ୍ୟା ପୂର୍ବାନୁମାନକୁ ୩ ରୁ ୭ ଦିନକୁ ବୃଦ୍ଧି କରିବା ଏବଂ ଗ୍ରୀଷ୍ମପ୍ରବାହର ପୂର୍ବାନୁମାନ ପାଇଁ ଉନ୍ନତ ମାନଦଣ୍ଡ ସମେତ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ବୈଠକରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ୍, ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର, ଭୂବିଜ୍ଞାନ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବ, ରେଳବାଇ ବୋର୍ଡର ଅଧ୍ୟକ୍ଷ, ଏନଡିଏମଏ ର ସଦସ୍ୟ ଏବଂ ବିଭାଗୀୟ ମୁଖ୍ୟ, ଏନଡିଆରଏଫ୍ ଏବଂ ଆଇଏମଡି ର ମହାନିର୍ଦ୍ଦେଶକ, ଏନଏଚ୍ଏଆଇ ଏବଂ ସିଡବ୍ଲ୍ୟୁସି ର ଅଧ୍ୟକ୍ଷ ଏବଂ ଏନ୍ଆରଏସସି ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech