ଶାନ୍ତିପୂର୍ଣ ଧାରଣାକୁ ଭଣ୍ଡୁରୁ କରିବା ଚାଲିଛି କି ପ୍ରୟାସ

ଅନୁଗୋଳ – ଧାରଣାକୁ ଭଣ୍ଡୁରୁ କରିବାକୁ ରାତ୍ରୀ ୨ଘ ସମୟରେ କିଛି ଦୃବୃତ ମାନେ ଆସି ଧାରଣା ସ୍ଥଳରେ ନ୍ୟାୟ ପାଇଁ ବସି ଥିବା ସଦସ୍ୟଙ୍କ ଠାରୁ ମୋବାଇଲ ସହିତ ଟଙ୍କା ଚାମ୍ପି ନେଲେ ।ଏହା ଏକ ଲଜ୍ୟା ଜନକ କଥା । ଯଦି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନା ରେ ଆନ୍ଦୋଳନ କାରୀଙ୍କ ଠାରୁ ଯଦି ଚୋରୀ ହେଉଛି ।ତାହାଲେ ଜିଲ୍ଲାପାଳ ଅଫିସ କେତେ ସୁରକ୍ଷିତ ରହିଛି ତାହା ଏକ ପ୍ରଶ୍ନ ବାଚୀ ସୃଷ୍ଟି ହେଇଚି ।

ସାଧାରଣ ଜନତା କିପରି ସୁରକ୍ଷା ପାଇବେ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଏହାର ଉତ୍ତର ଦିଅନ୍ତୁ ।ସୂଚନା ଯେ ଦୃବୃତ ମାନେ ତାଙ୍କର ସାଇକେଲ ଛାଡି ପଳାଇଥିବା ଏହି ପ୍ରସଙ୍ଗଟି ସ୍ଥାନୀୟପୋଲିସ ମଧ୍ୟ ଅବଗତ ଅଛି ।ନ୍ୟାୟ ଦାବିରେ ଆନ୍ଦୋଳନ କାରୀ । ଏ ନେଇ ଧାରଣାରତଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରଯାଇଛି ଓ ସୁରକ୍ଷା ପ୍ରଦାନ ନେଇ ଦାବି କରାଯାଇଛି।

#CMO#dmangul #digncr #spangul #ସୁରକ୍ଷା



