ନଦୀକୁ ଡେ଼ଇଁ ଆତ୍ମହତ୍ୟା କଲେ କମ୍ପୁଟର ଛାତ୍ରୀ
ଆଳି _ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଛି।ସୁଦାମ ଶେଖର ମିଶ୍ରଙ୍କ ଝିଅ ସସ୍କିତା ମିଶ୍ର ସକାଳ ସମୟରେ ବିଂଝାରପୁର ବ୍ଳକ ସିଂହପୁର ରୁ କମ୍ପୁଟର ଶିକ୍ଷା ସାରି ଘରକୁ ଆସୁଥିବା ସମୟରେ ସିଂହପୁର ଓ ଗୋବିନ୍ଦପୁର କୁ ସଂଯୋଗ କରୁଥିବା ଖରସ୍ରୋତା ସେତୁ ରୁ ନଦୀକୁ ଡେ଼ଇଁ ପଡ଼ିଥିଲେ ।ନଦୀରେ ବନ୍ୟା ଜଳର ସ୍ରୋତ ପ୍ରଖର ଥିବାରୁ ସେ ଦୁରକୁ ଭାସି ଯାଇଥିବାର ସନ୍ଦେହ କରାଯାଉଛି।ଦମକଳ ବାହିନୀ ତୁରନ୍ତ ଆସି ଖୋଜାଖୋଜି କରୁଛନ୍ତି।ଏ ପର୍ଯ୍ୟନ୍ତ କୋୖଣସି ଖୋଜଖବର ମିଳିପାରି ନାହିଁ।ଶେଷଥର ପାଇଁ ତାଙ୍କ ଭାଇଙ୍କୁ ଫୋନ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

