ଭୂବନେଶ୍ବର: ରାଜ୍ୟ ସରକାର ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ନାମ। ସେ ହେଲେ ଶ୍ରୀମତୀ ବବିତା ପାତ୍ର। ଆଜି ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ତାଙ୍କ ନାମ ଘୋଷଣା କରିଛନ୍ତି। ଶିଶୁ ଅଧିକାର ଆଇନ ଆୟୋଗ, ୨୦୦୫ ର ଧାରା ୧୭ ଅନୁଯାୟୀ, ୩୦.୦୯.୨୦୧୦ ଠାରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର) ଗଠନ କରାଯାଇଛି।
ସେହିପରି ଏହି ଆୟୋଗରେ ଯେଉଁମାନଙ୍କୁ ସଦସ୍ୟା ଭାବେ ନିଆଯାଇଛି ସେମାନେ ହେଲେ1- ସୁକେଶୀ ଓରାମ2- କଳ୍ପନା ଲେଙ୍କା3-ଚନ୍ଦନା ଦାସ4- କସ୍ତୁରୀ ମିଶ୍ର5- ମନସ୍ମିତା ଖୁଣ୍ଡିଆ6- ସୁଜାତା ନାୟକଭୁବନେଶ୍ବର: ରାଜ୍ୟ ସରକାର ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ନାମ। ସେ ହେଲେ ଶ୍ରୀମତୀ ବବିତା ପାତ୍ର। ଆଜି ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ତାଙ୍କ ନାମ ଘୋଷଣା କରିଛନ୍ତି। ଶିଶୁ ଅଧିକାର ଆଇନ ଆୟୋଗ, ୨୦୦୫ ର ଧାରା ୧୭ ଅନୁଯାୟୀ, ୩୦.୦୯.୨୦୧୦ ଠାରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର) ଗଠନ କରାଯାଇଛି।ସେହିପରି ଏହି ଆୟୋଗରେ ଯେଉଁମାନଙ୍କୁ ସଦସ୍ୟା ଭାବେ ନିଆଯାଇଛି ସେମାନେ ହେଲେ1- ସୁକେଶୀ ଓରାମ2- କଳ୍ପନା ଲେଙ୍କା3-ଚନ୍ଦନା ଦାସ4- କସ୍ତୁରୀ ମିଶ୍ର5- ମନସ୍ମିତା ଖୁଣ୍ଡିଆ6- ସୁଜାତା ନାୟକ



