କାଞ୍ଚନ ବଜାର ସାର୍ବଜନୀନ ଦୁର୍ଗା ପୂଜା କମିଟିର ଭଷାଣୀ ଉତ୍ସବ
ଢେ଼ଙ୍କାନାଳ କାଞ୍ଚନ ବଜାର ଠାରେ ସାର୍ବଜନୀନ ଦୁର୍ଗା ପୂଜା ମାଙ୍କ ର ଆଜି ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି । ମା ଙ୍କୁ ପଞ୍ଚ ଦିନ ଧରି ବଙ୍ଗୀୟ ମତ ରେ ପୂଜା ଅର୍ଚ୍ଚନା କରାଯାଇ ଗତକାଲି ବିଜୟା ଦଶମୀ ରେ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ବାଦ୍ୟ ଦ୍ୱରା ସହର ପରିକ୍ରମା କରାଯାଇ। ମା ଙ୍କୁ ମେଲାଣି ଦିଆ ଯାଇଥିଲା ।



