ପରୋପକାରୀ ଓ। ଧର୍ମପରାୟଣ ବ୍ୟକ୍ତି ବିଜୟ କୁମାର ବଳଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚିକଣା ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ଲୋକମାନଙ୍କର ନିକଟରେ ପହଞ୍ଚୁ ଥିବା ବ୍ୟକ୍ତି ହେଉଛନ୍ତି ବିଜୟ କୁମାର ବଳ।ତାଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭାରେ ଏତେ ମହାନ ଲୋକଙ୍କ ଆଗମନ ରୁ ଜାଣିହେବ ଯେ କେତେ ଭଲ କାମ କରିଥିଲେ ସେ ସେଥିପାଇଁ ଏତେ ଲୋକ ଆସିଥିଲେ ତାଙ୍କ ସ୍କୁତି ସଭାକୁ। ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଂଝାରପୁର ର ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ତଥା ଦୁଇ ଦୁଇ ଥର ବିଂଝାରପୁର ବ୍ଲକ୍ ଅଧ୍ୟକ୍ଷ ଏବଂ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିବା ନନ୍ଦକିଶୋର ସାମଲ, ସମାଜସେବୀ କୈଳାସ ଚନ୍ଦ୍ର ସେଠୀ, ପୃର୍ବତନ ସରପଞ୍ଚ ଧ୍ରୁବଚରଣ ସେଠି, ପୃର୍ବତନ ସରପଞ୍ଚ ପ୍ରଦୀପ କୁମାର ମଲ୍ଲିକ, ମୁରଲୀଧର ବେହେରା,ଆନନ୍ଦ ସାମଲ,ବିଦ୍ୟାଧର ରାୟ, ସାମ୍ବାଦିକ ଓ ସବୁଜ ଓଡିଶାର ସଂପାଦକ ସରୋଜ କୁମାର ସାହୁ,ବିଜୟ କୁମାର ମଲିକ, ପଶ୍ରୁରାମ କବି,କୃଷକ ନେତା ନିତ୍ୟାନନ୍ଦ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ବିପିନି କୁମାର ବଳଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ ଓ JBN TV




