
କୃଷକ ମାନଙ୍କ ଆନ୍ଦୋଳନ କୁ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ତରଫ ରୁ ସମର୍ଥନ : ଅନୁଗୋଳ ଜିଲ୍ଲା
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ଆଜି ଆମ ସାହୁ), ଅନୁଗୋଳ : ଦେଶ ର କୃଷକ ମାନଙ୍କ ଆନ୍ଦୋଳନ କୁ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ତରଫ ରୁ ସମର୍ଥନ ଜଣା ଯାଇ ବିଭିନ୍ନ ସ୍ଥାନରେ ରେ ଦୋକାନ ବଜାର, ଅଫିସ,ବ୍ୟାଙ୍କ ଓ ଯାନବାହନ ଚଳାଚଳ ଗୁଡିକୁ ବନ୍ଦ କର ଯାଇଛି।ଏଥିରେ ଯୁବ କଂଗ୍ରେସ ସଭାପତି ଲୁଟୁରଞ୍ଜନ ଥାପା,ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ,ଓଡିଶା ଛାତ୍ର କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟମ ସାହୁ,କମାଲ କାନ୍ତ ସାହୁ,ସଂଗ୍ରାମ ବେହେରା,ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ପ୍ରିକେଟିଂ କରି ବନ୍ଦ କରାଇଥିଲେ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)