Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ ଅପ୍‌ଟିକାଲ ଫାଇବର ସଂଯୋଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ - Jagrat Bharat News

କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ ଅପ୍‌ଟିକାଲ ଫାଇବର ସଂଯୋଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ ଅପ୍‌ଟିକାଲ ଫାଇବର ସଂଯୋଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

 

ଜେ ବି ଏନ, ୯/୧୨/୨୦୨୦, ନୂଆଦିଲ୍ଲୀ : କେରଳର ମୁଖ୍ୟ ଭୂଖଣ୍ଡରେ ଥିବା କୋଚି ଏବଂ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳେ ଅପ୍‌ଟିକାଲ ଫାଇବର ବିଛାଇ ପ୍ରତ୍ୟକ୍ଷ ଦୂରସଂଚାର ସେବା ପ୍ରତିଷ୍ଠା ସଂକ୍ରାନ୍ତ ଏକ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି । ଫଳରେ ଏହି କେବୁଲ ବିଛା କାର୍ଯ୍ୟକୁ ସବୁଜ ସଂକେତ ମିଳିଛି ।

 

ଏହି ସମୁଦ୍ରତଳ କେବୁଲ ବିଛା ପ୍ରକଳ୍ପ ଦ୍ୱାରା କୋଚି ସହିତ ଲାକ୍ଷାଦ୍ୱୀପର 11ଟି କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପକୁ ପ୍ରତ୍ୟକ୍ଷ ଟେଲି ଯୋଗାଯୋଗ ସଂପର୍କ ସ୍ଥାପନ କରାଯିବ । ଏଥିପାଇଁ ସମୁଦ୍ରତଳେ ବିଛା ଯିବାକୁ ଥିବା ଅପ୍‌ଟିକାଲ ଫାଇବର କେବୁଲ ବ୍ୟବସ୍ଥା ଉତ୍ସର୍ଗୀକୃତଭାବେ କାର୍ଯ୍ୟ କରିବ । ଲାକ୍ଷାଦ୍ୱୀପର କବରତ୍ତି, କାଲପେନିଂ, ଅଗାଟି, ଆମିନି, ଅଣ୍ଡ୍ରୋଥ୍‌, ମିନିକଏ, ବଙ୍ଗରାମ, ବିତ୍ରା, ଚେତଲାଟ, କିଲ୍‌ଟାନ ଓ କଦ୍‌ମାଟ ଏପରି 11ଟି ଦ୍ୱୀପକୁ ସିଧାସଳଖ କେବୁଲ ଯୋଗେ କୋଚି ସହ ଯୋଡାଯିବ ।

 

ଆର୍ଥିକ ବ୍ୟୟ

 

ପାଞ୍ଚ ବର୍ଷରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ମୋଟ 1072 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଥିରେ 5 ବର୍ଷର କାର୍ଯ୍ୟକାରୀ ବ୍ୟୟ ଅନ୍ତର୍ଭୁକ୍ତ । ଏ ବାବଦ ଅର୍ଥ ଟେଲିକମ୍‌ ବିଭାଗର ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ପ୍ରଦାନ କରାଯିବ ।

 

ପ୍ରଭାବ

 

କହିବା ବାହୁଲ୍ୟ ଯେ ଲୋକଙ୍କ ସାମାଜିକ, ଆର୍ଥିକ ବିକାଶରେ ଟେଲିକମ୍‌ ଭିତ୍ତିଭୂମିର ନିବିଡ ସଂପର୍କ ରହିଛି । ନିଯୁକ୍ତି ସୃଷ୍ଟିରେ ଟେଲି ଯୋଗାଯୋଗ ବ୍ୟବସ୍ଥା ଓ ଟେଲି ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଲାକ୍ଷାଦ୍ୱୀପ ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡ ସମୁଦ୍ରତଳ କେବୁଲ ବ୍ୟବସ୍ଥାରେ ସିଧାସଳଖ ସଂଯୁକ୍ତ ହେବା ଦ୍ୱାରା ସେହି ଦ୍ୱୀପରେ ଟେଲି ଯୋଗାଯୋଗ ସୁବିଧାରେ ବ୍ୟାପକ ଉନ୍ନତି ଆସିବ । ସେଠାକାର ଲୋକେ ଉତ୍ତମ ମାନର ଦୂରସଂଚାର ସୁଯୋଗ ସୁବିଧା ପାଇବେ ।

 

ଏହି ସଂଯୋଗ ବ୍ୟବସ୍ଥା ମଧ୍ୟ ସଂପୃକ୍ତ ଦ୍ୱୀପାଞ୍ଚଳବାସୀଙ୍କୁ ଇ-ପ୍ରଶାସନ ସେବା ଯୋଗାଣରେ ବିଶେଷ ସହାୟକ ହେବ । ସେମାନେ ଘରଦ୍ୱାର ମୁହଁରେ ବିଭିନ୍ନ ପ୍ରକାର ସେବା ପାଇପାରିବେ । ଏହା ମଧ୍ୟ ସେହି ଦ୍ୱୀପର ମତ୍ସ୍ୟ ଓ ନଡିଆଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନର ବିକାଶରେ ବିଶେଷ ସହାୟକ ହେବ । ଏହାଛଡା ଦୂରଶିକ୍ଷା, ସ୍ୱାସ୍ଥ୍ୟସେବା, ଟେଲି ମେଡିସିନ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ । ଟେଲି ସଂଯୋଗ ମଧ୍ୟ ସେହି ଦ୍ୱୀପରେ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟକୁ ବଢାଇବାରେ ସହାୟକ ହେବ ଏବଂ ଇ-ବାଣିଜ୍ୟ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ । ସେଠାକାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଟେଲି ସଂଯୋଗ ବଳରେ ଦେଶର ମୁଖ୍ୟ ଭୂଖଣ୍ଡ ସହିତ ସଂଯୋଗ ହୋଇ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ରରେ ବିଶେଷ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ଲାକ୍ଷାଦ୍ୱୀପର ବିଭିନ୍ନ କ୍ଷୁଦ୍ର ଦ୍ୱୀପ ଲଜିଷ୍ଟିକ୍‌ ସେବାର ପେଣ୍ଠ ହେବାର ସାମର୍ଥ୍ୟ ରଖିଛି । ଟେଲି ସଂଯୋଗ ବ୍ୟବସ୍ଥା ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ।

 

ରୂପାୟନ ରଣନୀତି ଓ ଲକ୍ଷ୍ୟ

 

ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମନୋନୀତ ହୋଇଛି । ଟିସିଆଇଏଲ୍‌ ବା ଟେଲି କମ୍ୟୁନିକେସନ କନ୍‌ସଲଟାଣ୍ଟ ଲିମିଟେଡ ଏଥିପାଇଁ ବୈଷୟିକ ପରାମର୍ଶ ଯୋଗାଇଦେବ । ଏ ବାବଦ ଅର୍ଥ ଟେଲିକମ୍‌ ବିଭାଗର ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ଯୋଗାଇ ଦିଆଯିବ । ପ୍ରକଳ୍ପର ସଂପତ୍ତି ଉପରେ ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡର ମାଲିକାନା ରହିବ । 2023 ମେ ମାସ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଛି ।

 

ପୃଷ୍ଠଭୂମି

 

ଆରବ ସାଗରରେ ଅବସ୍ଥିତ ଲାକ୍ଷାଦ୍ୱୀପ ଅନେକ କ୍ଷୁଦ୍ର କ୍ଷୁଦ୍ରକୁ ଦ୍ୱୀପକୁ ନେଇ ଗଠିତ । ଭାରତର ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ଲାକ୍ଷାଦ୍ୱୀପର ବିଶେଷ ଗୁରୁତ୍ୱ ରହିଛି । ସେ ଦୃଷ୍ଟିରୁ ଏହି ଦ୍ୱୀପପୁଞ୍ଜରେ ଏକ ସ୍ଥିର, ବିଶ୍ୱାସଯୋଗ୍ୟ, ଦୃଢ, ବ୍ୟାପକ ଏବଂ ସୁବିଧାଜନକ ଟେଲିକମ୍‌ ସଂଯୋଗ ବ୍ୟବସ୍ଥା ଅପରିହାର୍ଯ୍ୟ । କେବଳ ସାମରିକ ଦୃଷ୍ଟିକୋଣରୁ ନୁହେଁ, ସେହି ଦ୍ୱୀପାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣରେ ଉନ୍ନତି ପାଇଁ ସେଠାରେ ଉତ୍ତମ ଟେଲିକମ୍‌ ବ୍ୟବସ୍ଥାର ବିଶେଷ ଆବଶ୍ୟକତା ରହିଛି ।

 

ଏବେ ଲାକ୍ଷାଦ୍ୱୀପକୁ କେବଳ ଉପଗ୍ରହ ମାଧ୍ୟମରେ ଟେଲି ସଂଯୋଗ ସୁବିଧା ଯୋଗାଇ ଦିଆଯାଉଛି । ତେବେ ସେଠାରେ ଯେଉଁ ବ୍ୟାଣ୍ଡଉଇଡ୍ଥ ଉପଲବ୍ଧ ହେଉଛି ତାହା 1ଜିବିପିଏସ୍‌ ମଧ୍ୟରେ ସୀମିତ । ବ୍ୟାଣ୍ଡଉଇଡଥ୍‌ର ଅଭାବ ଡାଟା ସେବା ଯୋଗାଣରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି । ଫଳରେ ଇ-ପ୍ରଶାସନ, ଇ-ଶିକ୍ଷା, ଇ-ବ୍ୟାଙ୍କିଙ୍ଗ ଆଦିର ବିକାଶ ସେଠାରେ ପ୍ରତିହତ ହେଉଛି । ଏହା ଫଳରେ ଲାକ୍ଷାଦ୍ୱୀପରେ ଏକ ସମାବେଶୀ ସମାଜର ଅଭିବୃଦ୍ଧି ସମ୍ଭବ ହେଉନାହିଁ ।

 

ଏସବୁକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପକୁ ଉତ୍ତମ ଟେଲି ଯୋଗାଯୋଗ ସୁବିଧା ଯୋଗାଇ ଦେବାକୁ ସରକାର ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛନ୍ତି । ତଦନୁସାରେ ସମୁଦ୍ର ତଳେ କେବୁଲ ବିଛାଇ ଲାକ୍ଷାଦ୍ୱୀପକୁ ଟେଲିକମ୍‌ ସେବା ଯୋଗାଇ ଦେବାର ନିଷ୍ପତ୍ତି ନିଆଯାଇଥିଲା । ଏବେ ଏହି ପ୍ରକଳ୍ପ ମାଧ୍ୟମରେ ସେଠାରେ ହାଇବ୍ୟାଣ୍ଡ ଉଇଡଥ୍‌ର ଯୋଗାଯୋଗ ସୁବିଧା ଯୋଗାଇ ଦେବା ସମ୍ଭବ ହେବ । ଏହା ଫଳରେ ସେ ଅଞ୍ଚଳର ଇ-ଶାସନ ସେବା ଯୋଗାଣ ସୁଗମ ହେବା ସହିତ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ହାସଲ ହୋଇପାରିବ ।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech