
ଅସହାୟ ବୃଦ୍ଧ, ବୃଦ୍ଧା ସହାୟ ହେଲେ ଜିଲ୍ଲା ପ୍ରଶାସନ
ଜେ ବି ଏନ, ୧୦/୧୨ /୨୦୨୦, (ରିପୋର୍ଟ, ରୂପକ ମହାନ୍ତି) ବ୍ରହ୍ମପୁର : ବ୍ରହ୍ମପୁର ରେଲୱେ ଷ୍ଟେସନ ରେ ଏକ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ସହାୟ ହେଲେ ଜିଲ୍ଲା ପ୍ରଶାସନ l ଏହି ବୃଦ୍ଧ ଓ ବୃଦ୍ଧାଙ୍କୁ ଉପଜିଲ୍ଲାପାଳ କ୍ରିତି ଭାସନ ଙ୍କ ନିର୍ଦ୍ଧେଶ କ୍ରମେ, ସହକାରି ଉପଜିଲାପାଳ ବିନୋଦ ବେହେରା, ଏସଡ଼ିପିଓ, ଅଶୋକ ପଟ୍ଟନାୟକ,ନାଜିର ମୋନୋରଞ୍ଜନ ମିଶ୍ର ,ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇ ଥିଲେ,ଏହି ଉଦ୍ଧାର କାର୍ଯ୍ୟ ରେ ରେଲୱେ ର ଆରପିଏଫ ,ଷ୍ଟେସନ ମାଷ୍ଟର, ସାହାଯ୍ୟ କରିଥିଲେ।



