Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ - Jagrat Bharat News

ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

 

ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

 

• ନୂତନ ସଂସଦ ଦେଶର ଆକାଂକ୍ଷାକୁ ପୂରଣ କରିବ: ପ୍ରଧାନମନ୍ତ୍ରୀ

• ଗଣତନ୍ତ୍ର ଆମର ସଂସ୍କୃତି: ଶ୍ରୀ ମୋଦୀ

• ନୂଆ ସଂସଦ ଆତ୍ମନିର୍ଭର ଭାରତ ନିର୍ମାଣ ଦେଖିବ: ପ୍ରଧାନମନ୍ତ୍ରୀ

• ଦେଶର ସ୍ୱାର୍ଥକୁ ସର୍ବାଗ୍ରେ ରଖିବା ପାଇଁ ଶପଥ ନେବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

 

 

ଜେ ବି ଏନ, ୧୦/୧୨ /୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନ (ପାର୍ଲାମେଣ୍ଟ ବିଲ୍‌ଡିଂ)ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ନୂଆ ସଂସଦ ଭବନ ଆମ ଆତ୍ମନିର୍ଭର ଭାରତ ଲକ୍ଷ୍ୟର ଏକ ସ୍ୱାଭାବିକ ଅଂଶ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କ ପାର୍ଲାମେଣ୍ଟ ନିର୍ମାଣର ଏକ ଐତିହାସିକ ସୁଯୋଗ ସୃଷ୍ଟି ହୋଇଛି । ଏହା 2022ରେ ପାଳିତ ହେବାକୁ ଥିବା ଭାରତର ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଯଥାର୍ଥଭାବେ ପୂରଣ କରିପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏହି ଦିବସଟି ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏଥିରେ ଭାରତୀୟତାର ବିଚାର ପୂରି ରହିଛି । ସେ କହିଛନ୍ତି ଯେ ଭାରତର ନୂଆ ପାର୍ଲାମେଣ୍ଟ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ଆମ ଗଣତାନ୍ତ୍ରିକ ପରମ୍ପରାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ନୂଆ ପାର୍ଲାମେଣ୍ଟ ଭବନକୁ ମିଳିତଭାବେ ନିର୍ମାଣ କରିବା ପାଇଁ ସେ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଭାରତ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି, ସେତେବେଳେ ଏକ ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣ କରାଯିବା ଭଳି ସୁନ୍ଦର ଓ ପବିତ୍ର ଘଟଣା ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏହି ଅବସରରେ 2014ରେ ପ୍ରଥମଥର ସେ ସଂସଦକୁ ପ୍ରବେଶ କରିବା ଘଟଣାର ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ସେ ଯେତେବେଳେ ପ୍ରଥମଥର ପାଇଁ ସଂସଦ ଭବନରେ ପ୍ରବେଶ କଲେ, ସେତେବେଳେ ସେ ପ୍ରଥମେ ମଥାପାତି ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ପ୍ରଣିପାତ ଜଣାଇଥିଲେ । ସେ କହିଥିଲେ ଯେ ନୂଆ ସଂସଦ ଭବନରେ ଅନେକ ନୂଆ କଥା କରାଯାଉଛି । ଏହା ଫଳରେ ସାଂସଦମାନଙ୍କର ଦକ୍ଷତା ବଢିବ ଓ ସେମାନଙ୍କ କାର୍ଯ୍ୟ ସଂସ୍କୃତି ଆଧୁନିକ ରୂପ ନେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁରୁଣା ସଂସଦ ଭବନ ସ୍ୱାଧୀନତା ପରବର୍ତ୍ତୀ ଭାରତକୁ ଦିଗ୍‌ଦର୍ଶନ ଦେଇଥିଲା । ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତ ନିର୍ମାଣକୁ ଦେଖିବ ଓ ଏହାର ସାକ୍ଷୀ ରହିବ । ପୁରୁଣା ସଂସଦ ଭବନରେ ଦେଶର ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟ କରାଯାଉଥିଲା ; ଏବେ ଏକବିଂଶ ଶତାବ୍ଦୀର ଆଶା ଆକାଂକ୍ଷା ପୂରଣ ପାଇଁ ନୂଆ ଭବନ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନ୍ୟତ୍ର ଗଣତନ୍ତ୍ରର ଅର୍ଥ ନିର୍ବାଚନ ପଦ୍ଧତିର ପରିପାଳନ, ସରକାର ଗଠନ, ଶାସନ ଏବଂ ପ୍ରଶାସନ ମଧ୍ୟରେ ସୀମିତ; କିନ୍ତୁ ଭାରତରେ ଗଣତନ୍ତ୍ର ଅର୍ଥ ଭିନ୍ନ । ଏହା ଜୀବନର ଏକ ମୂଲ୍ୟବୋଧ । ଏହା ଏକ ଜୀବନର ମାର୍ଗ ଏବଂ ରାଷ୍ଟ୍ରର ଆତ୍ମା । ସେ ଆହୁରି କହିଛନ୍ତି ଯେ ଭାରତର ଗଣତନ୍ତ୍ର ଶତାବ୍ଦୀ ଶତାବ୍ଦୀର ଅଭିଜ୍ଞତାକୁ ନେଇ ବିକଶିତ ହୋଇଥିବା ଏକ ବ୍ୟବସ୍ଥା । ଆହୁରି ମଧ୍ୟ ଏଥିରେ ଏକ ଜୀବନମନ୍ତ୍ର, ଜୀବନର କିଛି ଅଂଶ ଓ ଶୃଙ୍ଖଳିତ ବ୍ୟବସ୍ଥା ରହିଛି; ଯାହା ଭାରତୀୟ ଗଣତନ୍ତ୍ରର ବିଶେଷତ୍ୱ । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଗଣତାନ୍ତ୍ରିକ ଶକ୍ତି ଦେଶର ବିକାଶ ପ୍ରକ୍ରିୟାକୁ ବଳ ଯୋଗାଉଛି ଏବଂ ଦେଶବାସୀଙ୍କୁ ନୂଆ ବିଶ୍ୱାସ ଦେଉଛି । ଭାରତରେ ଗଣତନ୍ତ୍ର ନିରନ୍ତରଭାବେ ପ୍ରତିବର୍ଷ ନବୀକୃତ ହେଉଛି । ପ୍ରତି ନିର୍ବାଚନରେ ଅଧିକରୁ ଅଧିକ ଭୋଟଦାତା ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ସର୍ବଦା ମତଭେଦ ଦୂର କରିବା ସହ ସୁଶାସନ ପାଇଁ ଏକ ମାଧ୍ୟମ ହୋଇଆସିଛି । ବିବିଧ ଦୃଷ୍ଟିକୋଣ, ବିଚାର ଓ ପ୍ରସ୍ଥାବନା ଆଦି ଭାରତର ଏହି ଉତ୍ସଳ ଗଣତନ୍ତ୍ରକୁ ସଶକ୍ତ କରିଛି । ସେ କହିଛନ୍ତି ଆମ ଗଣତନ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସର୍ବଦା ଅଗ୍ରଗତି କରୁଛି । ଏଥିରେ କୌଣସି ମତଭେଦ ଘଟିଲେ ସଂପୃକ୍ତ ପକ୍ଷ ଯେ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାରୁ ବିଚ୍ୟୁତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଏହାର ସମାଧାନ ପାଇଁ ସୁଯୋଗ ରହିଛି । ସେ କହିଛନ୍ତି ଯେ ନୀତି ଏବଂ ରାଜନୀତି ଅଲଗା ଜିନିଷ ହୋଇପାରେ, ଆମେ କିନ୍ତୁ ଜନସାଧାରଣଙ୍କ ସେବା ପାଇଁ ରହିଛୁ । ଅତଏବ ଏହି ଅନ୍ତିମ ଲକ୍ଷ୍ୟ ନେଇ କୌଣସି ମତଭେଦ ରହିବା ଉଚିତ ନୁହେଁ । ପାର୍ଲାମେଣ୍ଟ ଭିତରେ କିମ୍ବା ବାହାରେ, ବିତର୍କ ଯେଉଁଠାରେ ବି ହେଉ ପଛକେ ଜାତିର ସେବା ଏବଂ ରାଷ୍ଟ୍ରୀୟ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ହେବାର ଆମ ସଂକଳ୍ପ ସବୁଠି ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସଦ ଭବନର ସ୍ଥିତିର ମୂଳ ଭିତ୍ତି ହେଲା ଗଣତନ୍ତ୍ର । ତେଣୁ ଗଣତନ୍ତ୍ରକୁ ତାହାର ଚରମ ସଫଳତାରେ ପହଞ୍ଚାଇବା ଦିଗରେ ଜନସାଧାରଣ ନିଜର ଦାୟିତ୍ୱକୁ ମନେ ପକାଇ ନିଷ୍ଠାପରଭାବେ କାର୍ଯ୍ୟ କରିବାର ସମୟ ଆସିଛି । ପାର୍ଲାମେଣ୍ଟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ସଦସ୍ୟ ସମ୍ବିଧାନ ଓ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରର ଏହି ମନ୍ଦିରକୁ ପବିତ୍ର କରିବା ପାଇଁ ସେଭଳି କିଛି ବିଧିବିଧାନ ନାହିଁ । ଏହା ଲୋକଙ୍କ ପ୍ରତିନିଧି ଯେଉଁମାନେ ଏହି ମନ୍ଦିରକୁ ଆସୁଛନ୍ତି ସେମାନେ ହିଁ ଏହାକୁ ପବିତ୍ର କରିବେ । ସେମାନଙ୍କର ଉତ୍ସର୍ଗ, ସେବା, ଆଚରଣ, ବିଚାର ଓ ବ୍ୟବହାର ଏହି ମନ୍ଦିରର ଜୀବନ ନାଟିକା ହେବ । ଭାରତର ଏକତା ଓ ସଂହତି ରକ୍ଷା ଦିଗରେ ସେମାନଙ୍କର ଉଦ୍ୟମ ହିଁ ଏହି ମନ୍ଦିର ପାଇଁ ପ୍ରାଣଶକ୍ତି ପାଲଟିବ । ସେ ଆହୁରି କହିଥିଲେ ଯେତେବେଳେ ପ୍ରତ୍ୟେକ ଲୋକପ୍ରତିନିଧି ନିଜର ଜ୍ଞାନ, ବୁଦ୍ଧି, ମେଧା, ଶିକ୍ଷା ଓ ଅଭିଜ୍ଞତା ଏଠାରେ ବିନିଯୋଗ କରିବେ ସେତେବେଳେ ଯାଇ ଏହି ନୂଆ ସଂସଦ ଭବନ ପବିତ୍ର ହେବ ।

 

ପ୍ରଧାନମନ୍ତ୍ରୀ ଏହି ଅବସରରେ ସବୁ କ୍ଷେତ୍ରରେ ଭାରତକୁ ପ୍ରଥମରେ ରଖିବାର ଶପଥ ନେବାକୁ ଆହ୍ୱାନ ଜଣାଇଥିଲେ । ସମସ୍ତେ ଭାରତର ପ୍ରଗତି ଓ ବିକାଶର ଅର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ପ୍ରତ୍ୟେକ ନିଷ୍ପତ୍ତି ଦେଶର ଶକ୍ତିବୃଦ୍ଧିରେ ସହାୟକା ହେବା ଆବଶ୍ୟକ ଏବଂ ସବୁ କ୍ଷେତ୍ରରେ ଦେଶର ସ୍ୱାର୍ଥ ସର୍ବାଗ୍ରେ ରହିବା ଉଚିତ । ରାଷ୍ଟ୍ର ସ୍ୱାର୍ଥଠାରୁ ଆଉ କୌଣସି ବଡ଼ ସ୍ୱାର୍ଥ ନାହିଁ । ଏହି ଭାବନା ମନରେ ରଖି ସେ ଦିଗରେ ଶପଥ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ବିଚାର ଲୋକଙ୍କ ମନରେ ରହିଲେ ସେମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବେ । ସେମାନଙ୍କ ପାଇଁ ଦେଶର ଏକତା ଓ ଅଖଣ୍ଡତା ଛଡା ଅନ୍ୟ କୌଣସି କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବନାହିଁ । ସେମାନଙ୍କ ଜୀବନର ସବୁଠୁ ବଡ ଲକ୍ଷ୍ୟ ହେବ ଦେଶର ସମ୍ବିଧାନର ମର୍ଯ୍ୟାଦା ରକ୍ଷା ଓ ଏହାର ପରିପାଳନ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech