ବାବା ସାହେବ ଆମ୍ବେଦକର ଙ୍କ ୧୩୫ତମ ଜନ୍ମଜୟନ୍ତୀ ପାଲିତ ହୋଇଯାଇଛି

କଳାହାଣ୍ଡି। ଜୁନାଗଡ। ଭାରତ ରତ୍ନ ବାବାସାହେବଙ୍କ ଜନ୍ମଜୟନ୍ତୀ ସାରା ଭାରତ ବର୍ଷ ପାଳନ କରୁଥିବା ବେଲେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ଗ୍ରାମରେ ମଧ୍ୟ ଧୁମଧାମରେ ପାଲନକରାଯାଇଛି,ଗ୍ରାମର ଶତାଧିକ ମହିଲା ପୁରୁଷ,ଜୁବକସମାଜ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଡିଜେ ବଜେଇ ଧୁମଧାମରେ ଗ୍ରାମ ପରିକ୍ରମା କରିଥିଲେ। ଏବଂ ବାବାସାହେବଙ୍କ ପ୍ରତିମୃତିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବରିଷ୍ଠ ଆଇନଜିବି ଶ୍ରୀ ବିଶ୍ଵନାଥ କର, ସମ୍ମାନନୀୟ ଅତିଥି ସମାଜସେବି ଶ୍ରୀ ବାଲେଶ୍ଵର ସୁନାନୀ ଓଗ୍ରାମର ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅଖିଲଚନ୍ଦ୍ର ଧଙ୍ଗଡା ମାଝୀ,ଶିକ୍ଷକ ଶ୍ରୀ ହରିବଂଶ ବାଗ ବାବାସାହେବଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଦିପଜାଲି ବାବାସାହେବଙ୍କ ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ଥିବା ମାଁ ଜୁବକସମାଜ ଓ ଛାତ୍ରଛାତ୍ରୀ ମାନଙ୍କୁ ବାବାସାହେବଙ୍କ ବିଷୟରେ ଅବଗତ କରାଇଥିଲେ,କଲିଆକୁଣ୍ଡଲ ର ଆମ୍ବେଦକର ପ୍ରେମି ଶ୍ରୀ ସୁବେନ୍ଦୁ ବାଗ, ସମ୍ପୁର୍ଣ୍ଣ ନାଏକ, ସୁଶାନ୍ତ ନାଏକ, ଅଶ୍ବିନୀ କୁମାର, ବିସ୍ମୟ,ମନୋଜ,ଧନଞ୍ଜୟ,ବିବେକାନନ୍ଦ,ତେନ୍ଦୁଲକର,ମାନସ, ଜିତେନ୍ଦ୍ର, ଅଭିମନ୍ୟୁ,ରଞ୍ଜନ,ସରୋଜ,ଗ୍ୟାନ,ହରେଶ,ବିଶ୍ଵନାଥ, ହେମନ୍ତ,ଅଶୋକ, ହରିଶ୍ଚନ୍ଦ୍ର,ଉମେଶ,ଟିକୁ,ବିଜୟ,ରଜନୀ, ବଂଶିଧର,ମୂଲ୍ୟ,ହରିଶଙ୍କର,ବ୍ରହାନନ୍ଦ, ମୋହିତ ଙ୍କଉଦ୍ୟମ ଓ ପ୍ରଚେଷ୍ଟାରେ ବାବାସାହେବଙ୍କ ଜନ୍ମଜୟନ୍ତୀ ପାଲିତ ହୋଇଥିବାବେଳେ ବଣ୍ଡାକୁଟ୍ରା ଓ ମହିଭରରେ ମଧ୍ୟ ଦେବାଶିଶ କରକରା,ପ୍ରଶାନ୍ତ, ସୁରେନ୍ଦ୍ର, ଜଗବନ୍ଧୁ ,କୈଳାଶ ବାଗ,କିଶୋର ସୁନାନୀ,ସୁରଜ ବାଗ ଓବଣ୍ଡାକୁଟ୍ରା ଓମହିଭରର ଆମ୍ବେଦକର ପ୍ରେମିଙ୍କ ଉଦ୍ୟମରେ ମଧ୍ୟ ଆମ୍ବେଦକର ଜୟନ୍ତୀ ମହାଆଡମ୍ବରରେ ପାଲନ କରାଯାଇଛି।ଓ ବଣ୍ଡାକୁଟ୍ରା ଛକକୁ ଆମ୍ବେଦକର ଛକ ନାମରେ ନାମିତ କରି ବାବାସାହେବଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ କରି ବାବାସାହେବଙ୍କ ପ୍ରତିମୃତି ର ଲାଇଟ୍ ଉଦଘାଟନ କରାଯାଇଥିଲା।କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-scaled.jpg)


