Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଆଗାମୀ ପ୍ରତିଯୋଗିତାମୂଳକ ଓ ବୋର୍ଡ ପରୀକ୍ଷା ପୂର୍ବରୁ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତବିନିମୟ - Jagrat Bharat News

ଆଗାମୀ ପ୍ରତିଯୋଗିତାମୂଳକ ଓ ବୋର୍ଡ ପରୀକ୍ଷା ପୂର୍ବରୁ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତବିନିମୟ

 


ବିଦ୍ୟାର୍ଥୀମାନେ ନୂଆ ଶିକ୍ଷାନୀତି 2020ର ବ୍ରାଣ୍ଡ ଆମ୍ବାସାଡର: ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ

• ବୋର୍ଡ ପରୀକ୍ଷା ତାରିଖ ଚୂଡ଼ାନ୍ତ କରିବାକୁ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ବିଚାର ଆଲୋଚନା ଚାଲିଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

• 2021ରୁ ବର୍ଷକୁ 4ଥର ଜେଇଇ ମେନ୍‌ ପରୀକ୍ଷା କରିବା ପ୍ରସ୍ତାବକୁ ବିଚାର କରି ଦେଖାଯିବ: ଶ୍ରୀ ପୋଖରିୟାଲ

• ଜେଇଇ ମେନ୍‌ 2021 ପାଇଁ ପାଠ୍ୟକ୍ରମ ପୂର୍ବବର୍ଷ ଭଳି ସମାନ ରହିବ; 100ଟି ପ୍ରଶ୍ନରୁ 75ଟିର ଉତ୍ତର ଦେବାର ପସନ୍ଦ (ଚଏସ୍‌) ପରୀକ୍ଷାର୍ଥୀଙ୍କୁ ଦେବା ପ୍ରସ୍ତାବକୁ ବିଚାର କରି ଦେଖାଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆଗାମୀ ପ୍ରତିଯୋଗିତାମୂଳକ ଓ ବୋର୍ଡ ପରୀକ୍ଷା ପୂର୍ବରୁ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତବିନିମୟ

 

 

ଜେ ବି ଏନ, ୧୦/୧୧/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଭର୍ଚୁଆଲ ବ୍ୟବସ୍ଥାରେ ଆଗାମୀ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ବୋର୍ଡ ପରୀକ୍ଷା ସଂପର୍କରେ ଶିକ୍ଷକ, ବିଦ୍ୟାର୍ଥୀ ଓ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହ ଆଜି ମତବିନିମୟ କରିଛନ୍ତି । ଏହି ପ୍ରକ୍ରିୟା ଏକ ଘଣ୍ଟା ଧରି ଚାଲିଥିଲା । ମନ୍ତ୍ରୀ ଏହି ଅବସରରେ ସ୍କୁଲ ଖୋଲିବା, ପ୍ରବେଶିକା ପରୀକ୍ଷା, ଆୟୋଜନ ଏବଂ ଅନ୍ୟାନ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

 

 

ଏହି ଅବସରରେ ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ 2020 ଜାତୀୟ ଶିକ୍ଷାନୀତିର ବ୍ରାଣ୍ଡ ଆମ୍ବାସାଡର । ଏହି ଶିକ୍ଷାନୀତିକୁ ସଫଳ କରିବା ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ନୂଆ ଶିକ୍ଷାନୀତିର ସଫଳ ରୂପାୟନ ପାଇଁ ସେ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ସହଯୋଗ ଲୋଡିଥିଲେ । ବିଦ୍ୟାର୍ଥୀମାନେ ଖୁବ୍‌ଶୀଘ୍ର ସେମାନଙ୍କ ସ୍ୱାଭାବିକ ସ୍କୁଲ ଦିବସକୁ ଫେରିବେ ବୋଲି ସେ ଆଶା ପ୍ରକାଶ କରିବା ସହ କୋଭିଡ୍‌ ନିୟମ ପାଳନ କରି ନିଜ ନିଜର ଅଧ୍ୟୟନ ଜାରି ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

 

‘ମୋ ବହି ମୋ ବନ୍ଧୁ’ ଅଭିଯାନରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ବିଷୟ ସ୍ମରଣ କରି ମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ସେମାନଙ୍କ ପଠନ ଅଭ୍ୟାସ ଜାରି ରଖିବା ଉଚିତ । ନିଜର ବନ୍ଧୁ, ସଂପର୍କୀୟ ଏବଂ ଅନ୍ୟମାନଙ୍କୁ ଜନ୍ମଦିନର ଉପହାର ସ୍ୱରୂପ ବହି ଦେବାପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଆମେ ଏହି ନୀତି ପାଳନ କଲେ ଦେଶରେ ଶିକ୍ଷଦାନ ଓ ପଠନର ଏକ ନୂଆ ସଂସ୍କୃତି ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

 

ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଲକ୍‌ଡାଉନ ସମୟରେ ପାଠପଢା ଓ ଶିକ୍ଷାଦାନ କାର୍ଯ୍ୟ ଅବ୍ୟାହତ ରହିଥିଲା ଏବଂ ଏହା ଯେପରି ଚାଲିଥିଲା ସେଥିରେ ସେ ଖୁସି । କରୋନା ମହାମାରୀ ସମୟରେ ଶିକ୍ଷାଦାନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଏହି ଅବସରରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମରେ ଡିଜିଟାଲ/ଅନ୍‌ଲାଇନ/ରେଡିଓ ମାଧ୍ୟମରେ କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ସେହିଭଳି ଦୀକ୍ଷା, ସ୍ୱୟଂପ୍ରଭା, ଆଇଆଇଟି ପଲ୍‌ ଭଳି କାର୍ଯ୍ୟକ୍ରମ ସଂପର୍କରେ ସେ ସୂଚନା ଦେଇଛନ୍ତି । ଏହିସବୁ କାର୍ଯ୍ୟକ୍ରମ ଶିକ୍ଷାର ଉପଲବ୍ଧତା ଓ ପହଞ୍ଚ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କରୋନା ମହାମାରୀ ସମୟରେ ସବୁ ଛାତ୍ରଛାତ୍ରୀଙ୍କୁ ଯେପରି ଶିକ୍ଷାଦାନର ସୁବିଧା ମିଳେ, ସେଥିପାଇଁ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ନିୟମିତଭାବେ ନିର୍ଦ୍ଦେଶାବଳୀ ଓ ଦିଗ୍‌ଦର୍ଶନ ଯୋଗାଇ ଦିଆଯାଉଥିଲା ।

 

ସେ ଆହୁରି କହିଛନ୍ତି ଯେ ନିଟ୍‌ ଓ ଜେଇଇ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ଏଥର ସଫଳତାର ସହ ସଂପନ୍ନ ହୋଇଛି । ପିଲାମାନଙ୍କର ସ୍ୱାସ୍ଥ୍ୟଗତ ନିରାପତ୍ତାକୁ ନିଶ୍ଚିତ କରାଯାଇ ଏସବୁ ପରୀକ୍ଷା କରାଯାଇଛି ।

 

ମନ୍ତ୍ରଣାଳୟ ପକ୍ଷରୁ ଟୋଲ୍‌ ଫି୍ର, ଟେଲି କାଉନ୍‌ସେଲିଂ ସୁବିଧା ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଭାରତ ସମେତ ଅନେକ ଦେଶର ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି ।

 

ଜେଇଇ ପରୀକ୍ଷାର ତାରିଖ ଓ ପାଠ୍ୟକ୍ରମ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଯେଉଁ ଉଦ୍‌ବେଗ ପ୍ରକାଶ ପାଇଛି ସେ ସଂପର୍କରେ ଶ୍ରୀ ପୋଖରିୟାଲ କିଛି କଥା ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ 2021ର ଜେଇଇ ମେନ୍‌ ପରୀକ୍ଷା ବର୍ଷକୁ 4 ଥର କରିବା ପାଇଁ ଯେଉଁ ପ୍ରସ୍ତାବ ଆସିଛି ତାହାକୁ ସରକାର ଗୁରୁତ୍ୱର ସହ ବିଚାର କରି ଦେଖିବେ । ଏହି ପରୀକ୍ଷାକୁ ଫେବୃୟାରୀ ଶେଷରୁ (ମାର୍ଚ୍ଚ, ଏପ୍ରିଲ ଓ ମେ 2021) ବର୍ଷକୁ 4ଥର କରି ପ୍ରତ୍ୟେକ ଥର 3/4 ଦିନ ପରୀକ୍ଷା କରିବାର ପ୍ରସ୍ତାବ ବିଭିନ୍ନ ମହଲରୁ ଆସିଛି ।

 

ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ ଜେଇଇ 2021 ମେନ୍‌ ପାଠ୍ୟକ୍ରମ ଚଳିତବର୍ଷ ଭଳି ସମାନ ରହିବ । ସେହିଭଳି ପରୀକ୍ଷାର୍ଥୀମାନଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ 25ଟି ଲେଖାଏଁ ପ୍ରଶ୍ନ ଏପରି 75ଟି ପ୍ରଶ୍ନର ଉତ୍ତର ନିଜ ପସନ୍ଦ (ଚଏସ୍‌) ଅନୁସାରେ ଦେବାକୁ ଯେଉଁ ପ୍ରସ୍ତାବ ଆସିଛି ତାହାକୁ ମନ୍ତ୍ରଣାଳୟ ଗୁରୁତ୍ୱର ସହ ବିଚାର କରି ଦେଖିବ । ସେ କହିଛନ୍ତି ଯେ ଜେଇଇ ମେନ୍‌ 2020ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ମୋଟ 75ଟି ପ୍ରଶ୍ନ ପଡିଥିଲା ଏବଂ ସେ ସବୁର ଉତ୍ତର ଦେବା ବାଧ୍ୟତାମୂଳକ ଥିଲା । ପ୍ରତ୍ୟେକ ବିଷୟରେ ପରୀକ୍ଷାର୍ଥୀଙ୍କୁ 25ଟି ଲେଖାଏଁ ଉତ୍ତର ଦେବାକୁ ପଡିଥିଲା । 2021 ପରୀକ୍ଷାରେ ଏହି ପ୍ରଶ୍ନ ସଂଖ୍ୟା 75 ପରିବର୍ତ୍ତେ 90କୁ କରି ପିଲାଙ୍କୁ ଅଧିକ ଚଏସ୍‌ ବା ପସନ୍ଦ ଦେବାକୁ ପ୍ରସ୍ତାବ ଆସିଛି ।

 

ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏସବୁ ଯେଉଁ ପ୍ରସ୍ତାବ ଆସିଛି ସେଗୁଡିକୁ ନିଶ୍ଚିତ ବିଚାର କରି ଦେଖାଯିବ । ସେହିଭଳି ପରୀକ୍ଷାର୍ଥୀମାନେ 2021 ଜେଇଇ ମେନ୍‌ରେ 1/2/3/4 ଥର ପରୀକ୍ଷା ଦେଇ ନୂଆ ଶିକ୍ଷାବର୍ଷରେ ନାମ ଲେଖାଇବାର ସୁଯୋଗ ପାଇବା ପ୍ରସ୍ତାବକୁ ମଧ୍ୟ ବଚାର କରି ଦେଖାଯିବ ।

 

ନିଟ୍‌ ପରୀକ୍ଷାର ତାରିଖ ଓ ପାଠ୍ୟକ୍ରମ ବିଷୟକ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ 2021 ନିଟ୍‌ ୟୁଜି ପରୀକ୍ଷାର ତାରିଖ ଚୂଡାନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ମେଡିକାଲ କମିସନଙ୍କ ସହ ପରାମର୍ଶ ଚାଲିଛି । ଖୁବ୍‌ଶୀଘ୍ର ଏହି ତାରିଖ ଘୋଷଣା କରାଯିବ । ସେହିଭଳି ପାଠ୍ୟକ୍ରମ ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ନିଟ୍‌ ୟୁଜି 2021 ପାଇଁ ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ଘଟିନାହିଁ । ଚଳିତବର୍ଷ ଭଳି 2021 ପରୀକ୍ଷା ନିମନ୍ତେ ପାଠ୍ୟକ୍ରମ ସମାନ ରହିବ । ପରୀକ୍ଷା ପରିଚାଳନା ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏହା ଉଭୟ ଅପ୍‌ଲାଇନ ଓ ଅନ୍‌ଲାଇନରେ କରାଯିବ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ମେଡିକାଲ କମିସନଙ୍କ ସହ ପରାମର୍ଶ ଚାଲିଛି ।

 

ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସଂପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଚାଲିଛି । ସଂପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ମିଳିବା ପରେ ଖୁବ୍‌ଶୀଘ୍ର ଏହି ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରାଯିବ । ସିବିଏସ୍‌ଇ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ ବା ସ୍ଥଗିତ ରଖିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସିବିଏସ୍‌ଇ ଏ ଯାଏଁ ବୋର୍ଡ ଓ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଚୂଡାନ୍ତ କରିନାହିଁ । ସଂପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଏ ନେଇ ଆଲୋଚନା ଚାଲିଛି । ଯଦି ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ନିଜ ନିଜ ଶ୍ରେଣୀରେ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ସକ୍ଷମ ନ ହୁଅନ୍ତି, ଏହି ପ୍ରାକ୍ଟିକାଲ ପରୀକ୍ଷାର ବିକଳ୍ପ ଖୋଜାଯିବ । ଦ୍ୱାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମର କେତେକ ଅଂଶ ବାଦ ପଡିଥିବାରୁ ସେ ନେଇ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଥିବା ସନେ୍ଦହ ଦୂର କରିବାକୁ ଯାଇ କହିଛନ୍ତି ଯେ ସିବିଏସ୍‌ଇ ଇତିମଧ୍ୟରେ ସଂଶୋଧିତ ପାଠ୍ୟକ୍ରମ ତାହାର ୱେବସାଇଟରେ ଅପ୍‌ଲୋଡ କରିସାରିଲାଣି । ସେହିଭଳି ଯେଉଁସବୁ ପାଠ୍ୟକ୍ରମ ବାଦ ପଡିଛି ତାହାର ଏକ ବିବରଣୀ ସାରାଂଶ ଆକାରରେ ଏଥିରେ ସ୍ଥାନ ପାଇଛି । ଏ କ୍ଷେତ୍ରରେ କୌଣସି ସନ୍ଦେହ ଥିଲେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ସିବିଏସ୍‌ଇ ସହ ଯୋଗାଯୋଗ କରିପାରିବେ । ଏଥିପାଇଁ ସିବିଏସ୍‌ଇ ୱେବସାଇଟ www.cbseacademic.nic.in କୁ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ପ୍ରତ୍ୟେକ ବିଷୟ (ଚାପ୍ଟର)ର ଭିଡିଓ ନିଜ ୱେବସାଇଟରେ ଅପ୍‌ଲୋଡ କରିବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

 

ସ୍କୁଲ ଖୋଲିବା ପରବର୍ତ୍ତୀ ଶିକ୍ଷାନୁଷ୍ଠାନର ସ୍ଥିତି ଏବଂ ଯେଉଁ ପରୀକ୍ଷାର୍ଥୀମାନେ ବୋର୍ଡ ପରୀକ୍ଷା ଦେବେ ସେମାନଙ୍କର ନିରାପତ୍ତା ସଂପର୍କରେ ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଥିଲେ ଯେ ଏଥିପାଇଁ ଇତିମଧ୍ୟରେ ବିଦ୍ୟାଳୟ ଶିକ୍ଷା ବିଭାଗ ବିଭିନ୍ନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶାବଳୀ ପଠାଇ ସାରିଛନ୍ତି । ଏଥିରେ ଶାରୀରିକ ଓ ସାମାଜିକ ଦୂରତ୍ୱ ରକ୍ଷା, ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଅଗ୍ରାଧିକାର ପାଇଛି । କରୋନା ସଂକ୍ରମଣ ଶେଷ ହୋଇ ନ ଥିବାରୁ ପିଲାମାନଙ୍କୁ ନିରାପଦରେ କିପରି ସ୍କୁଲରେ ପାଠପଢା ଯାଇପାରିବ ସେଥପାଇଁ ରାଜ୍ୟ ସରକାରମାନଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିରନ୍ତର ଯୋଗାଯୋଗରେ ରହିଛି ।

 

କାର୍ଯ୍ୟକ୍ରମ ଶେଷରେ ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ସହ ଏଭଳି ମତବିନିମୟ ଫଳରେ ସେ ବେଶ୍‌ ଖୁସି । ଛାନିଆ ନ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ତାଙ୍କ ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ପାଠପଢାର ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ ପରୀକ୍ଷା, ପାଠ୍ୟକ୍ରମ ଓ ଅନ୍ୟାନ୍ୟ ବିଷୟରେ ସର୍ବଶେଷ ସୂଚନା ମନ୍ତ୍ରଣାଳୟର ୱେବସାଇଟ ଏବଂ ଏହାର ସ୍ୱୟଂଶାସିତ ପ୍ରତିଷ୍ଠାନଗୁଡିକରୁ ନିୟମିତ ବ୍ୟବଧାନରେ ପ୍ରଦାନ କରାଯିବ ।

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech