୨୦୦୧ ସଂସଦ ଆକ୍ରମଣରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଜେ ବି ଏନ, ୧୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ୨୦୦୧ ସଂସଦ ଆକ୍ରମଣରେ ଶହୀଦମାନଙ୍କୁ ନୂଆଦିଲ୍ଲୀ ଠାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ରେ କହିଛନ୍ତି, “୨୦୦୧ ରେ ଏହି ଦିନ ଆମ ସଂସଦ ଉପରେ ଏକ ଭୟାନକ ଆକ୍ରମଣ ହୋଇଥିଲା l ଆମେ ସେମାନଙ୍କୁ ଆଜି ମନେ ପକାଇବା ଯିଏକି ନିଜର ଜୀବନକୁ ବାଜି ଲଗାଇ ଆମ ସଂସଦ କୁ ବଞ୍ଚାଇ ଥିଲେ l ଏଠାରେ ହୋଇଥିବା ଭୟାନକ ଆକ୍ରମଣକୁ ଆମେ ଭାରତ ବାସୀ କେବେବି ଭୁଲି ପାରିବୁ ନାହିଁ। “



