କୃଷକ ସଂଘର୍ଷ ସମନ୍ୱୟ କମିଟି ଡ଼ାକରାରେ ସମସ୍ତ ବାମପନ୍ଥୀ ସାମୁଖ୍ୟ ପକ୍ଷରୁ ଗଣଧାରଣା
ଜେ ବି ଏନ, ୧୪/୧୨/୨୦୨୦, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡାା), ଜଗତସିଂହପୁର : କୃଷକ ସଂଘର୍ଷ ସମନ୍ୱୟ କମିଟି ଡ଼ାକରାରେ ସମସ୍ତ ବାମପନ୍ଥୀ ସାମୁଖ୍ୟ ପକ୍ଷରୁ ଗଣଧାରଣା l କେନ୍ଦ୍ର ରେ ବିଜେପି ସରକାର ନୂତନ କୃଷି ନୀତିରେ ଥିବା କୃଷକ ବିରୋଧୀ ବିଲ ଏବଂ ବିଦ୍ୟୁତ ବିଲ ପ୍ରତ୍ୟାହାର କରିବା ! ଦିଲ୍ଲୀ ରେ ଆନ୍ଦୋଳନ କାରି କୃଷକଙ୍କ ବିରୋଧ ରେ ମିଥ୍ୟା ମକଦମା ପ୍ରତ୍ୟାହାର କରିବା ଆଦି ଦାବି ନେଇ ଦେଶ ବ୍ୟାପି କୃଷକ ପ୍ରତିବାଦ ଦିବସ ଉପଲକ୍ଷେ ସମସ୍ତ ବାମପନ୍ଥୀ ସାମୁଖ୍ୟ ଡ଼ାକରାରେ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଗଣଧାରଣ ଅନୁଷ୍ଠିତ ହୋଇଯାଇଛି ! ଏହି ଗଣ ଧାରଣା ରେ କୃଷକ ନେତା ଶଶୀ ଭୂଷଣ ସ୍ୱାଇଁ ! ଯୁବ ନେତା ସତ୍ୟ ରଞ୍ଜନ ମହାନ୍ତି ! ବିପ୍ଲବୀ ନେତା ପ୍ରଦୀପ୍ତ ରାମ ! ସୁବାଷ ସ୍ୱାଇଁ , ! ଦେବୀ ପ୍ରସାଦ ମହାରଣା ! ନାରାୟଣ ଭୋଳ ! ପ୍ରମୁଖ ଶତାଧିକ କୃଷକ ଗଣ ଧାରଣା ରେ କେନ୍ଦ୍ର ସରକାର କୁ କଟୁ ସମାଲୋଚନା କରି ଜ଼ିଲ୍ଲାପାଳ ଙ୍କ ଜରିଆ ରେ ରାଷ୍ଟ୍ରପତି କୁ ଦାବିପତ୍ର ପ୍ରଦାନ କରିଛନ୍ତି !

July 5, 2026/
No Comments



