Author: jagratbharat

ପ୍ରକାଶ ପାଇଲା JEE Main ରେଜଲ୍ଟ – ୨୦୨୫

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୫ ଜେଇଇ ମେନ୍‌ ସେସନ-୧ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ମଙ୍ଗଳବାର ପରୀକ୍ଷା ଫଳ ପ୍ରକାଶ କରିଛି । ଚଳିତ ବର୍ଷ ସେସନ-୧ରେ ପ୍ରାୟ ୧୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର…

ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର : ଆଇନମନ୍ତ୍ରୀ

ଭୂବନେଶ୍ୱର, ୧୧/୦୨ : ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ…

ଭକ୍ତ ଦାସ ଓଡିଶା କଂଗ୍ରେସର ନୂଆ ମଙ୍ଗୁଆଳ

ଭୂବନେଶ୍ବର,୧୧/୨ : ଓଡ଼ିଶା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସଂପାଦକ କେସି…

ଆସନ୍ତାକାଲି ଠାରୁ ବିଧାନସଭା ଅଧିବେଶନ ଆରମ୍ଭ

ଭୂବନେଶ୍ୱର,୧୨/୦୨ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏହାସହ ବିଧାନସଭା ଚାରିପାଖ ରାସ୍ତାକୁ ସିଲ୍‌ କରାଯିବ । ବିଧାନସଭା ଓ ଲୋୟର…

ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

କଟକ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ମଙ୍ଗଳବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ…

ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼

ଅନୁଗୋଳ : ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼। ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ। ନାବାଳକ ଜଂଘରେ ବାଜିଛି ଗୁଳି। ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌

ଭୂବନେଶ୍ୱର:ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ମଞ୍ଚେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ। ସି ୧ ଏସି କୋଚ୍‌ର ତଳ ଭାଗରେ ଲାଗିଲା ନିଆଁ। ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ…

ଜେନାମଣି ଦେବୀଙ୍କର ୧୧ତମ ଓ ବାବା ଚନ୍ଦ୍ରଶେଖର ମହାଦେବଙ୍କ ବାର୍ଷିକ ଉତ୍ସବର ପୂର୍ଣାହୁତି ଓ ମା’ଙ୍କର ରାଜରାଜେଶ୍ବରୀ ବେଶ

ଜେନାମଣି ଦେବୀଙ୍କର ୧୧ତମ ଓ ବାବା ଚନ୍ଦ୍ରଶେଖର ମହାଦେବଙ୍କ ବାର୍ଷିକ ଉତ୍ସବର ପୂର୍ଣାହୁତି ଓ ମା’ଙ୍କର ରାଜରାଜେଶ୍ବରୀ ବେଶ ଢେଙ୍କାନାଳ, ୧୧/୨ । ଗୁଣ୍ଡିଚାପଡ଼ା ଗ୍ରାମର ମା’ ଜେନାମଣିଦେବୀଙ୍କ ୧୧ତମ ଓ ବାବା ଚନ୍ଦ୍ର ଶେଖର ମହଦେବଙ୍କ ବାର୍ଷିକଉତ୍ସବର ପୂର୍ଣାହୁତି ଓ…

କୁସୁମୀ ଆଦର୍ଶ ବିଦ୍ୟାଳୟରେ ବନାଗ୍ନି ନିରାକରଣ ସଚେତନତା ସଭା ଓ ଶୋଭାଯାତ୍ରା

କୁସୁମୀ ଆଦର୍ଶ ବିଦ୍ୟାଳୟରେ ବନାଗ୍ନି ନିରାକରଣ ସଚେତନତା ସଭା ଓ ଶୋଭାଯାତ୍ରା କୁଚିଣ୍ଡା:୮/୨: କୁଚିଣ୍ଡା ବ୍ଲକ ରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,କୁସୁମୀ ଠାରେ ବିଦ୍ୟାଳୟ ଓ ବନ ବିଭାଗ ପକ୍ଷରୁ ବନା ଗ୍ନି ନିରାକରଣ ସଚେତନତା ସଭା ଓ…

ମୁଦୁପୁର ଓ କାଦୁଅପଡା ପ୍ରାଥମିକ କୃଷି ସମବାୟ ସମିତି ରେ ମାତ୍ରାଧିକ କଟିନି ଛଟିନି ବେପାର

(ମୁଦୁପୁର ଓ କାଦୁଅପଡା ପ୍ରାଥମିକ କୃଷି ସମବାୟ ସମିତି ରେ ମାତ୍ରାଧିକ କଟିନି ଛଟିନି ବେପାର ) ଜଗତସିଂହପୁର ତା =11/2/25ରାଜ୍ୟ ସରକାର କୃଷି ଓ କୃଷକ ର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି |…