Author: jagratbharat

ରାଜଧାନୀରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ ସହ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ

ଭୂବନେଶ୍ବର: ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ମନ୍ତ୍ରୀ ଶ୍ରୀ ମହାପାତ୍ର ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଥିଲେ ।…

ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚରେ ଟିକେଟ୍ ବ୍ଲାକରେ ବିକ୍ରି କରି ୭ ଗିରଫ, ୨୫ ଟିକେଟ୍ ଜବତ

କଟକ: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର। ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ। ସେହି…

ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ, ଇଂଲଣ୍ଡ ଖେଳାଳି

ଭୂବନେଶ୍ୱର ୦୭/୦୨: ଆଜି ସନ୍ଧ୍ୟା ୭ଟା ୪୦ ମନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଉଭୟ ଭାରତ ଏବଂ ଇଂଲଣ୍ଡ ଖେଳାଳି । ମେ’ ଫେୟାର ହୋଟେଲରେ ଖେଳାଳି, କୋଚ୍‌ ଏବଂ ମ୍ୟାଚ୍‌ ଅଫିସିଆଲମାନଙ୍କ ରହିବାର ବ୍ୟବସ୍ଥା ହୋଇଛି । ବିମାନବନ୍ଦରରେ ଖେଳାଳିଙ୍କୁ…

ଆସନ୍ତା ୧୧ରୁ ଯୋରନ୍ଦା ମେଳା ଆରମ୍ଭ

ଭୂବନେଶ୍ୱର, ୦୭/୦୨ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୋରନ୍ଦା ମେଳା । ପ୍ରାତଃ ସାଢେ ୩ରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିରରେ ନୀତି ଆରମ୍ଭ ହେବା ସହ ଅପରାହ୍ନ ୫ଟା ୧୫ରେ ମହିମା ଗୋସାଇଁଙ୍କ…

ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୂବନେଶ୍ୱର, ୦୭/୦୨ : ଆସନ୍ତା କାଲି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ବଣ୍ଟନ କରାଯିବ…

ହାତୁରା ପଲ୍ଲୀବିକାଶ ବିଦ୍ୟାଳୟରେ ଜଳ ବିଭାଜିକା ମହୋତ୍ସବ ପାଳିତ

ହାତୁରା ପଲ୍ଲୀବିକାଶ ବିଦ୍ୟାଳୟରେ ଜଳ ବିଭାଜିକା ମହୋତ୍ସବ ପାଳିତ ହିନ୍ଦୋଳ – ହିନ୍ଦୋଳ ହାତୁରା ପଞ୍ଚାୟତ ପଲ୍ଲୀବିକାଶ ବିଦ୍ୟାଳୟ ଖେଳ ପଡିଆଠାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ୨.୦ ଜଳ ବିଭାଜିକା ଯାତ୍ରା ମହୋତ୍ସବ ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି ।କାର୍ଯ୍ୟକ୍ରମରେ…

ବ୍ରହ୍ମପୁର ରେ କାର୍ଯ୍ୟରତ ଟିକେଟ ବର୍ହି ବିଭାଗ ଡାଟାଏଣ୍ଟ୍ରି ଅପରେଟର ଛଟେଇ ପ୍ରତିବାଦରେ mkcg ଟିକେଟ କାଉଣ୍ଟର ଆଗରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା

ବ୍ରହ୍ମପୁର ରେ କାର୍ଯ୍ୟରତ ଟିକେଟ ବର୍ହି ବିଭାଗ ଡାଟାଏଣ୍ଟ୍ରି ଅପରେଟର ଛଟେଇ ପ୍ରତିବାଦରେ mkcg ଟିକେଟ କାଉଣ୍ଟର ଆଗରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଉଥିବା ବେଳେ mkcg (AO) ହଟାତ ରାଗି ଯାଇ ଆନ୍ଦୋଳନ ରତ ମହିଳା କର୍ମଚାରୀ ଅଜବ…

ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଇ -ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

( ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଇ -ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =6/2/25ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାମାଜିକ ବିଭାଗ ପକ୍ଷରୁ ନୂଆପୋଲ ସ୍ଥିତ ଆଶ୍ରା ବିଦ୍ୟାଳୟ ପରିସରରେ ମହାନଦୀ କୋଲଫିଲଡ ଲିମିଟେଡ଼ ର…

ବିଧାୟକଙ୍କ କର କମଳରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ ଅନୁଗୋଳ,ତା.୦୬.୦୨:- ଆଜି ଅପରାହ୍ନରେ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ରଠାରେ ଅନୁଗୋଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ( ଯୋଗ…

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ…