Author: jagratbharat

ଢେଙ୍କାନାଳ: ଦୁର୍ଗା ବଜାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

ଢେଙ୍କାନାଳ: ଦୁର୍ଗା ବଜାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଆଞ୍ଚଳିକ ଶାଖା ପରିଚାଳକ ଶ୍ରୀଯୁକ୍ତ ସିପ୍ ସାଗର ଆଚାର୍ଯ୍ୟ ଙ୍କ ତତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ

ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ବାଲିଗୁଡ଼ା, : (ସୁଶୀଲ କୁମାର ପାଣିଗ୍ରାହୀ): କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ…

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ବାଇକ ସହ ଟଙ୍କା ଲୁଟ

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ବାଇକ ସହ ଟଙ୍କା ଲୁଟ ବାଲିଗୁଡା,(ସୁଶୀଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଦିନ ଏକ…

ଜିନ୍ଦଲ କମ୍ପାନୀର ପ୍ରତାରଣାର ଶିକାର ହୋଇ, ଧାରଣାରେ ବସିଛନ୍ତି ଯୁବକ

ଜିନ୍ଦଲ କମ୍ପାନୀର ପ୍ରତାରଣାର ଶିକାର ହୋଇ, ଧାରଣାରେ ବସିଛନ୍ତି ଯୁବକ ଜିନ୍ଦଲ କମ୍ପାନୀ ବାହାରେ ଧାରଣାରେ ବସିଛନ୍ତି କିତାବେଡା ଗ୍ରାମର ୫ ଜଣ ଶିକ୍ଷିତ ଯୁବକ। ପ୍ରକାସ ଥାଉକି 2006 ମସିହାରେ ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତ…

କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡି ରହିଲା ମଣ୍ଡିରେ, ଚାଷୀ ପାଖରେ ନାହିଁ ନୂତନ ଚାଷ ପାଇଁ ଟଙ୍କା

ବରଗଡ଼ ଜିଲ୍ଲାରେ ଲକ୍ଷ ଲକ୍ଷ କ୍ୟୁଣ୍ଟାଲ ଧାନ ମଣ୍ଡିରେ ପଡିରହିଛି,ନୂତନ ଚାଷ ପାଇଁ ପଇସା ନାହିଁ, ଧାନ ରଖିବା ପାଇଁ ସ୍ଥାନ ନାହିଁ,ଲେବର ସମସ୍ୟା, ଚାଷୀର ଧାନ 25 ଦିନ ମଣ୍ଡିରେ ନ ପଡିଲେ ଧାନ ଉଠୁନାହିଁ, ନେତା ବିଧାୟକ ମାନେ…

ଡିଆଇଇଟି ପୁରାତନ ଛାତ୍ରଙ୍କ ସ୍ଵର୍ଣ୍ଣପଦକ ଏବଂ ଓଡିଶା ଗୌରବ ସମ୍ମାନ ଲାଭ

ଡିଆଇଇଟି ପୁରାତନ ଛାତ୍ରଙ୍କ ସ୍ଵର୍ଣ୍ଣପଦକ ଏବଂ ଓଡିଶା ଗୌରବ ସମ୍ମାନ ଲାଭ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୁରାତନ ଛାତ୍ର ତପନ କୁମାର ନାୟକ କଟକ ପୋଲିସ ମୁଖ୍ୟାଳୟର ସିଆଇଡି କ୍ରାଇମବ୍ରାଞ୍ଚ ବିଭାଗରେ ଇନ୍ସପେକ୍ଟର…

ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ଯାଜପୁର __ ଯାଜପୁର ଜିଲ୍ଲା କପାସି ଠାରେ ଅବସ୍ଥିତ ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ…

ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ

ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ ରାୟଗଡ – ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ…

ୟୁକୋ ବ୍ଯାଙ୍କ ଢେଙ୍କାନାଳ ତରଫରୁ ବ୍ଯାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ

ୟୁକୋ ବ୍ଯାଙ୍କ ଢେଙ୍କାନାଳ ତରଫରୁ ବ୍ଯାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ କରାଯାଇଅଛି ।ଆଜି ତା ୦୬ ଜାନୁଆରୀ ୨୦୨୫ ରିଖ ଦିନ ୟୁକୋ ବ୍ଯାଙ୍କ ଢେଙ୍କାନାଳ ,ଜଗନ୍ନାଥ ରୋଡ଼ ଠାରେ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ…

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ଢେଙ୍କାନାଳ, ତା. ୬.୧୨୦୨୪- ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ…