ବେଦାନ୍ତ ପାଉଁଶ ପ୍ରସଙ୍ଗରେ ଘେରିଲା କଂଗ୍ରେସ: ‘କାହିଁକି ସରକାରଙ୍କ ବେଦାନ୍ତ ପ୍ରତି ଏତେ ଦୟା?’
ଭୂବନେଶ୍ବର: ଏବେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ସପ୍ତମ ଦିନରେ ବେଦାନ୍ତ ପାଉଁଶ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛି କଂଗ୍ରେସ । ବେଦାନ୍ତ ପ୍ରତି ସରକାରଙ୍କ ଏତେ ଦୟା କାହିଁକି ପ୍ରଶ୍ନ କରିଛି । ଏନେଇ କଂଗ୍ରେସ…
୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ
ଭୂବନେଶ୍ୱର: ରାଜ୍ୟରେ ୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି। ଗୃହରେ ବିଜେଡି ବିଧାୟକ ଚକ୍ରମଣି କଅଁରଙ୍କ ଏକ ପ୍ରଶ୍ନର ଉତ୍ତରରେ…
ଡାକ୍ତରୀ ପାଠ ପଢିପାରିବେନି ଝିଅ: ବ୍ୟାନ କଲେ ସରକାର
ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ…
ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ ଆସିବ କଡ଼ା ଆଇନ: ମନ୍ତ୍ରୀ
ଭୂବନେଶ୍ବର: ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା । ରାଜ୍ୟରେ ଗୋ ହତ୍ୟା ପାଇଁ ଆସିବ ଆଇନ । ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ କାମଧେନୁ ଯୋଜନା…
ପ୍ରେମ ପାଠ ପଢିବେ ଛାତ୍ରଛାତ୍ରୀ, କଲେଜକୁ ନିର୍ଦ୍ଦେଶ ଦେଲେ ସରକାର
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଚାଇନାକୁ ଘାରିଛି ଜନସଂଖ୍ୟା ହ୍ରାସ ପାଇବାର ଚିନ୍ତା । ତେଣୁ ଚୀନ୍ ସରକାର କଲେଜଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ରୋମାଣ୍ଟିକ ସମ୍ପର୍କକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବ ଏହି…
ଚୀନ୍ ଓ ପାକିସ୍ତାନର ଉଡିବ ନିଦ; ଭାରତୀୟ ସେନାରେ ସାମିଲ ହେବ ୪୮୦ଟି ‘ବିଧ୍ବଂସକ ଡ୍ରୋନ୍’
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି…
ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସହିଦ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର…
ନାବାଳିକା ଦୁଷ୍କର୍ମ ଘଟଣା : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ
ଭୂବନେଶ୍ୱର, ୦୫/୧୨ : ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪…
ଓଡ଼ିଶାର ଦୁଇଟି ଜିଲ୍ଲାରେ ଅଛି ସୁନା ଖଣି : ମନ୍ତ୍ରୀ
ଭୂବନେଶ୍ବର, ୦୫/୧୨ : ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର…
