Author: jagratbharat

ନବନିର୍ମିତ ଜୁଡିସିଆଲ କୋର୍ଟ ଲୋକାର୍ପିତ କଲେ ରାଷ୍ଟ୍ରପତି

ଭୂବନେଶ୍ବର,୫/୧୨: ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଗୁରୁବାର ସନ୍ଧ୍ୟାରେ କହିଛନ୍ତି, ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ସାଧାରଣ ଲୋକ ଜାଣିପାରନ୍ତି…

ସରକାର ଙ୍କ ବିରୋଧରେ ସ୍ଵର ଉତ୍ତୋଳନ କଲେ ଜମିହରା ପ୍ରଜା

ସରକାର ଙ୍କ ବିରୋଧରେ ସ୍ଵର ଉତ୍ତୋଳନ କଲେ ଜମିହରା ପ୍ରଜା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଖଡକପ୍ରସାଦ ଗ୍ରାମରେ କାରଖାନା ସ୍ଥାପନା ପାଇଁ ଜମି ହରାଇ ଥିବା ପ୍ରଜା ମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ କରି ସରକାରଙ୍କ…

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

( ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )ଜଗତସିଂହପୁରତା =5/12/24ପୂର୍ବତନ ମନ୍ତ୍ରୀ, ଦକ୍ଷ ରାଜନେତା, ସମାଜସେବୀ ସ୍ବର୍ଗତ ସମୀର ଦେ ଙ୍କ ବିୟୋଗରେ ଜନ୍ମମାଟି ଜଗତସିଂହପୁର ପୁନଙ୍ଗ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |ସମାଜସେବୀ…

ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ ଦେହାନ୍ତ

ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ ଦେହାନ୍ତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ରାଇତଳା ଗ୍ରାମ ପଞ୍ଚାୟତ ର ସିଙ୍ଗା ଗ୍ରାମ ର ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଗଙ୍ଗାଧର ବେହେରା ଗତ ଡ଼ିସେମ୍ବର ମାସ ଚାରି ତାରିଖ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଓଡିଶା ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୦୫/୧୨ : ଆଜି ମହାରାଷ୍ଟ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ନୂତନ ମନ୍ତ୍ରୀ ପରିଷଦ ଆଜି ଅପରାହ୍ନ ୫ ଟାରେ ମୁମ୍ବାଇର ଆଜାଦ ମଇଦାନରେ…

ଆଜି ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୂବନେଶ୍ବର, ୦୫/୧୨ : ଆଜି ଭୁବନେଶ୍ବର କୋର୍ଟ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଦିନ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ରୁ ହେଲିକପ୍ଟର ଯୋଗେ ବାହାରି ୧୦.୩୦ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।…

ଡିସେମ୍ବର ୨୫ରେ ଆସିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଭୂବନେଶ୍ବର, ୦୫/୧୨ : ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ ଆସନ୍ତା ୬ ତାରିଖ…

ସଡକରୁ ସଂସଦ.ସମ୍ଭଲ ତାତି

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ…

ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ

ଭୂବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ ହୋଇଯାଇଛି । ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ…

ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୂବନେଶ୍ବର: ରାଜ୍ୟରେ ଚବର୍ତ୍ତମାନ ୩୦ଟି ଜିଲ୍ଲାରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ । ସର୍ବାଧିକ ଷଣ୍ଢ ଅନୁଗୁଳ ଜିଲ୍ଲାରେ ଅଛନ୍ତି । ଆଜି ଅର୍ଥାତ୍ ବୁଧବାର ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି…