Author: jagratbharat

ବାରବାଟୀରେ ଦିନିକିଆ ମ୍ୟାଚ୍ ପାଇଁ କମିଲା ଟିକେଟ ଦର

ଭୂବନେଶ୍ୱର, ୨୦/୧୧ : ବାରବାଟୀ ଦିନିକିଆ ପାଇଁ ଟିକେଟ ଦର ହ୍ରାସ ପାଇଛି । ଫେବୃୟାରୀ ୯ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ଟିକେଟ ଦର ହ୍ରାସ କରିଛି ଓସିଏ । ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ପୁଣି ଚାମ୍ପିୟନ

ନୂଆଦିଲ୍ଲୀ, ୨୦/୧୧ : ପୁଣିଥରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚାଇନାକୁ ୧-୦ରେ ହରାଇ କ୍ରମାଗତ…

୨୩ରେ ମନ୍ତ୍ରୀ ପରିଷଦ ବୈଠକ : ୨୬ରେ ଅତିରିକ୍ତ ବଜେଟ

ଭୂବନେଶ୍ବର, ୨୧/୧୧ : ଆସନ୍ତା ୨୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି…

ବିଧାୟକଙ୍କୁ ଆକ୍ରମଣ ଘଟଣା : ୧୦ ଗିରଫ

ଭୂବନେଶ୍ୱର, ୨୧/୧୧ : ଆକ୍ରମଣ ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ । ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ…

ବିଶ୍ବ ମତ୍ସ୍ୟ ଦିବସ ପାଳିତ

ବିଶ୍ବ ମତ୍ସ୍ୟ ଦିବସ ପାଳିତ ଅନୁଗୋଳ ତା.୨୧.୧୧ : – ଆଜି ପୂର୍ବାହ୍ନରେ ସ ସ୍ଥାନୀୟ ମିଶ୍ରପଡା ସ୍ଥିତ ଭୋଜନ ବାହାର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥୁ…

ଆଜି ଜଳଛାୟା ସମ୍ମିଳନୀ କକ୍ଷ,ରାୟଗଡ଼ା ଠାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ

ଆଜି ଜଳଛାୟା ସମ୍ମିଳନୀ କକ୍ଷ,ରାୟଗଡ଼ା ଠାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ କରାଯାଇଅଛି।ଏଥିରେ ଶ୍ରୀ ନିହାର ରଞ୍ଜନ କହଁର,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମତ୍ସ୍ୟ ଚାଷ ସହିତ ମତ୍ସ୍ୟ ଉତ୍ପାଦନ…

ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି ଅନୁଷ୍ଠିତ

ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି ଅନୁଷ୍ଠିତ “ଡ଼ିସେମ୍ବର ୨୬ତlରଖରୁ ୩୦ତାରିଖରେ ଅନୁଷ୍ଠିତ ହେବ”“ପଦ୍ମପୁର ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ହେବ “ରାୟଗଡ:-ତା. ୨୧/୧୧/୨୦୨୪ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା…

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ…

ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ: ମନ୍ତ୍ରୀ

ଭୂବନେଶ୍ୱର, ୨୧/୧୧ : ଅବକାରୀ ବିଭାଗର କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ…

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା : ଓଡ଼ିଶାକୁ କୌଣସି ପ୍ରଭାବ ନାହିଁ

ଭୂବନେଶ୍ୱର, ୨୧/୧୧: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା । ୨୬ ତାରିଖ ବେଳକୁ ଏଠାରେ ବାତ୍ୟା ସୃଷ୍ଟି ହୋଇପାରେ । ଓଡ଼ିଶାକୁ କୌଣସି ପ୍ରଭାବ ନାହିଁ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।…