ଅଦ୍ଵିକା ବୈଠକକୁ ପ୍ରତି ଶନିବାର ଦିନ ଜିଲ୍ଲା ସ୍ତରରୁ ତଦାରଖ କରାଯିବ : ରାୟଗଡ଼ ଜିଲ୍ଲାପାଳ
ଅଦ୍ଵିକା ବୈଠକକୁ ପ୍ରତି ଶନିବାର ଦିନ ଜିଲ୍ଲା ସ୍ତରରୁ ତଦାରଖ କରାଯିବ : ରାୟଗଡ଼ ଜିଲ୍ଲାପାଳ ରାୟଗଡ଼ : 5/11/2024 ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…
