ଜଳ ସମସ୍ୟା ନେଇ ଉତ୍କଳ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଜଳ ସମସ୍ୟା ନେଇ ଉତ୍କଳ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଢେଙ୍କାନାଳ, ୧l୯: ରାଜ୍ୟ ସରକାର ବସୁଧା ଯୋଜନା ଦ୍ବାରା ପ୍ରତି ଘରକୁ ପାଇପ୍ ଜଳର ଯୋଗାଣର ସଫଳତା ସମ୍ପର୍କରେ ଡିଣ୍ଡିମ ପିଟୁଥିଲା ବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା…
