Author: jagratbharatnews

ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ଆଜି ବି ସାରା ରାଜ୍ୟରେ ବର୍ଷା ସମ୍ଭାବନା । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…

ଚୌଦ୍ୱାର କଲେଜ ର ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତମୂର୍ତ୍ତି ଅନାବରଣ ଓ ସମ୍ଭର୍ଦ୍ଧନା ଉତ୍ସବ

ଚୌଦ୍ୱାର କଲେଜ ର ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତମୂର୍ତ୍ତି ଅନାବରଣ ଓ ସମ୍ଭର୍ଦ୍ଧନା ଉତ୍ସବ। ଚୌଦ୍ୱାର ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାଜକିଶୋର ରାମ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ସମାରୋହ ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଚୌଦାର ମହାବିଦ୍ୟାଳୟ…

ଚନ୍ଦ୍ରରୁ ଆସିଲା ଲ୍ୟାଣ୍ଡର ବିକ୍ରମର ପ୍ରଥମ ଫଟୋ

ଚନ୍ଦ୍ରରୁ ଆସିଲା ଲ୍ୟାଣ୍ଡର ବିକ୍ରମର ପ୍ରଥମ ଫଟୋ ହାଇ ରିଜଲ୍ୟୁସନ କ୍ୟାମେରାରେ ଫଟୋ ଉତ୍ତୋଳନା କରଛି ଚନ୍ଦ୍ରାୟନ-୨ର ଅର୍ବିଟର । ବିକ୍ରମ ଉପରେ ନଜର ରଖିଛି ଅର୍ବିଟର । ଟ୍ବିଟ୍‌ରରେ ଫଟୋ ଜାରି କଲା ଇସ୍ରୋ*ଲ। Post Views: 19

ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ

ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ ମ୍ବାଇ,୨୪।୮ : ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତ୍ରୀ ଆନନ୍ଦ, କୋଶିସ ଏବଂ କୋରା କାଗାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।…

ଦନ୍ତା ହାତୀ ଆକ୍ରମଣରେ ଜୀବନ ଗଲା

ବନ୍ତଳା – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଗୋଠଛଡ଼ା ଏକ ଦନ୍ତାହାତୀ ଆକ୍ରମଣରେ ଆଜି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ, ଅନୁଗୁଳ ବ୍ଲକ୍‌ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁର ଝିଲ୍ଲୀ ମାଝୀ(୪୨) ଓ…

ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀ ସାରି ଗ୍ରୀସ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୪୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ ଗସ୍ତ। ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଦିନିକିଆ କାର୍ଯ୍ୟକ୍ରମ। Post Views: 18

ହିମାଚଳରେ ଭୂସ୍ଖଳନ ; ମାଟିରେ ମିଶିଲା ବହୁ ଅଟ୍ଟାଳିକା

ସିମ୍‌ଲା : ହିମାଚଳପ୍ରଦେଶର କୁଲ୍ଲୁ ଜିଲାରେ ଗୁରୁବାର ଭୂସ୍ଖଳନ ହେବାରୁ ବହୁ ଅଟ୍ଟାଳିକା ମାଟିରେ ମିଶି ଯାଇଛି। ଭୂସ୍ଖଳନ ଖବର ପାଇ ଏନ୍‌ଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।…

କୃଷି ସମୃଦ୍ଧ ହେବ ଓଡ଼ିଶା, ବିନା ସୁଧରେ ଋଣ ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଆହୁରି ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ସୁଦୃଢ କରିବା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚାଷୀ ଭାଇ…

ନୂତନ ଭତ୍ତା ବଣ୍ଟନ

ନୂତନ ଭତ୍ତା ବଣ୍ଟନ ବିଷୟ ____ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡି ପଞ୍ଚାୟତର ବିଜୁ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ୪୭୯ ଜଣ ହିତାଧିକାରୀଙ୍କୁ ଏକ ମାସର ଲେଖା ଭତ୍ତା ବଣ୍ଟନ…

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି କେନ୍ଦ୍ରାପଡା ସହର ଅନ୍ତର୍ଗତ ଚକଡାବାରଙ୍ଗ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରଧାନମନ୍ତ୍ରୀଙ୍କର ଆହ୍ବାନ ରେ ଅନୁପ୍ରାଣିତ ହୋଇ…