Author: jagratbharatnews

ଶକ୍ତି ସଂରକ୍ଷଣ ଦିବସରେ ଆଇୱାର ଜନ ସଚେତନତା କାର୍ଯ୍ୟକ୍ରମ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଉପଲକ୍ଷେ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା), ଢେଙ୍କାନାଳର କାର୍ଯ୍ୟକର୍ତ୍ତାମାନେ ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉ. ପ୍ରା ବିଦ୍ୟାଳୟ,ଗହମଖୁଣ୍ଟି ପରିସରରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ…

ବରଗଡ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ବରଗଡ – ବରଗଡ ଜିଲ୍ଲାପାଳ ଙ୍କୁ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ତଥା FCI, OSWC, CWC ରେ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିବା ଦଶହଜ଼ାର ରୁ ଅଧିକ ଶ୍ରମିକ ନିଜ ହକ ଗୁହାରୀ, ପ୍ରିଇଭେଟ ଗୋଡାଉନ ରେ…

କୁଲାଡ଼ କଲେଜରେ ଖେଳକୁଦ ଓ ସଚେତନତା କାର୍ଯ୍ୟକ୍ରମ

ବଅଁରପାଳ- ଏହି ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମସ୍ଥିତ ନାଲକୋନଗର ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରଯୋଜିତ ସମନ୍ୱିତ ଯୁବ ବିକାଶ ଅଭିଯାନ ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳକୁଦ, ପରିଚ୍ଛନ୍ନତା ଓ ପରିମଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି…

ଦିବ୍ୟଦର୍ଶନ ସଙ୍ଘ ପକ୍ଷରୁ ଜ୍ଞାନମନ୍ଦିରର ଭୂମିପୂଜନ

ବଅଁରପାଳ-ଏହି ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମ କନ୍ନେଇନଗର ଠାରେ ଅନୁଗୋଳ ଦିବ୍ୟଦର୍ଶନ ସଙ୍ଘ ଶାଖା ପକ୍ଷରୁ ଏକ ଜ୍ଞାନମନ୍ଦିରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଅନୁଗୋଳ ଜିଲ୍ଲାରେ ଏକ ଦିବ୍ୟଭବ୍ୟ ଜ୍ଞାନମନ୍ଦିର ପ୍ରତିଷ୍ଠା କରି ସନାତନ ଧର୍ମର ପ୍ରଚାର ଓ…

ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 1982ମସିହା ବ୍ୟାଚ ର ବନ୍ଧୁ ମିଳନ ଉଛବ ଅନୁଷ୍ଠିତ

ଜଗତସିଂହପୁର ତା =15/12/23 ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚୀନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 1982ମସିହା କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ବନ୍ଧୁ ମିଳନ ଉଛବ କାର୍ଯ୍ୟକ୍ରମ…

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

ବାଲିଗୁଡା:(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି…

ଅଜନ୍ତା ଫୁଟକେୟାରର ଭୁବନେଶ୍ୱରରେ ପ୍ରଥମ ଫ୍ଲାଗଶିପ ଷ୍ଟୋର

ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୩: ମଲ୍ଟି ବ୍ରାଣ୍ଡ ଆଉଟଲେଟ ପ୍ୟାନ ଇଣ୍ଡିଆରେ ୧୯୫୬ ଠାରୁ ଗତ ୬୭ ବର୍ଷ ଧରି ଫୁଟକେୟାର ବ୍ରାଣ୍ଡରେ ନିଜର ଉପସ୍ଥିତି ଜାହିର କରିଥିବା ଅଜନ୍ତା ସୁଜ୍‌ର ସ୍ୱତନ୍ତ୍ର ଖୁଚୁରା ଚେନ ଭୁବନେଶ୍ୱରର ଅଶୋକନଗରରେ ଏହାର ପ୍ରଥମ…

ଏ ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ।

ଗୋଲାମୁଣ୍ଡା ୧୩/୧୨ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସାନଚେରଗାଁ ବସ୍ତରେଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେଗାଁ ଜୋନ ଜିଲ୍ଳାପାରିଷଦ ଶ୍ରୀଯୁକ୍ତ ଜୟସେନ ସାହୁ…

ନାଲକୋ ଠିକା ଶ୍ରମିକ ସମନ୍ୱୟ କମିଟର ସାଧାରଣ ସଭା

ଅନୁଗୋଳ/ନାଲକୋ – ଅନୁଗୋଳ ଜିଲ୍ଲା ନାଲକୋ ସ୍ମେଲଟର କାରଖାନା ଫାଟକ ଆଗରେ ୫ଦଫା ସମ୍ବଳିତ ଦାବି କୁ ନେଇ ନାଲକୋ ଠିକା ଶ୍ରମିକ ସମନ୍ୱୟ କମିଟର ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସାଧାରଣ ସଭାରେ ନାଲକୋ ଠିକା…

ମାର୍ଗଶିର ମାସ ଓଡ଼ିଆମାନଙ୍କ ପାଇଁ ଏକ ପବିତ୍ର ମାସ

ମାର୍ଗଶିର ମାସ ଓଡ଼ିଆମାନଙ୍କ ପାଇଁ ଏକ ପବିତ୍ର ମାସ । ଏହି ମାସରେ ମହାଲକ୍ଷ୍ମୀ ଙ୍କ ମାଣବସା ଗୁରୁବାରର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟେକ ଘରେ ଏହି ବ୍ରତ ପାଳନ କରାଯାଏ। ଏହି ବ୍ରତପାଇଁ ଧାନବେଣୀ ର ଆବଶ୍ୟକତା ରହିଥିବା ବେଳେ ଡାଳିଯୋଡି,…