ବିଶିଷ୍ଟ ସମାଜସେବୀ ସୁବ୍ରତ ପଟ୍ଟନାୟକ ମାଆଙ୍କ ବିୟୋଗ
ଅନୁଗୋଳ : ଅନୁଗୋଳ ଜିଲ୍ଲା ରାଜକିଶୋରପଡ଼ାର ବିଶିଷ୍ଟ ସମାଜସେବୀ ସୁବ୍ରତ ପଟ୍ଟନାୟକ(ସୁଲୁ) ମାଆ ବବିତା ପଟ୍ଟନାୟକ ତଥା ସୁବାସ ପଟ୍ଟନାୟକଙ୍କ ଧର୍ମପତ୍ନୀଙ୍କ ଗତ ୧୯ ତାରିଖ ଭୋର ୪ଟା ସମୟରେ ରାଜକିଶୋରପଡ଼ା ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ହଠାତ୍ ହୃଦଘାତରେ…
