ସାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ତହସିଲଦାର ଙ୍କ ଦାଦାଗିରି |ନ୍ୟାୟ ପାଇବା ପାଇଁ ଅଧକ୍ଷ୍ୟ ନେଲେ ନ୍ୟାୟଳୟ ର ଆଶ୍ରୟ
(ସାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ତହସିଲଦାର ଙ୍କ ଦାଦାଗିରି |ନ୍ୟାୟ ପାଇବା ପାଇଁ ଅଧକ୍ଷ୍ୟ ନେଲେ ନ୍ୟାୟଳୟ ର ଆଶ୍ରୟ ) ଜଗତସିଂହପୁର ତା =7/7/23 ଆଇନିର ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି |ନୀତି ନିୟମ କୁ ସମ୍ପୂର୍ଣ ଉଲଘଂନ କରି…
