Author: jagratbharatnews

ବିଶ୍ୱ ଏଡ଼ସ ଦିବସରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟlର ଆସୋସିଏସନର ଜନସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ଏଡ଼ସ ଦିବସ ପାଳନ ଅବସରରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା ), ଢେଙ୍କାନାଳ ର କର୍ମକର୍ତ୍ତା ମାନଙ୍କ ଦ୍ୱାରା, ଢେଙ୍କାନାଳ ଟାଉନର କୁଞ୍ଜକାନ୍ତ ସ୍ଥିତ ଚନ୍ଦ୍ରଶେଖର ଆଇ.ଟି. ଆଇ ଠାରେ ଏଡ଼ସ ସମ୍ବନ୍ଧୀୟ ଏକ ଜନସଚେତନତା କାର୍ଯକ୍ରମ…

ଯୌତୁକ ନିର୍ଯାତନା ଅଭିଯୋଗ ର ମାମଲା ଶୁଣାଣୀ : ସପରିବାର ନିର୍ଦୋଷରେ ଖଲାସ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗରେ ବୋହୁ କୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ ହୋଇ ଜେଲ ଯାଇଥିଲେ l ଉକ୍ତ ଘଟଣାରେ ସପରିବାର…

ସଡ଼କ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ

ଢେଙ୍କାନାଳ :-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ସଡ଼କ ସୁରକ୍ଷା ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି l ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ ପାଳନ ଅବବସରରେ ଏହି ରଥ ଡିସେମ୍ବର 5…

ସମାଜସେବୀ ଙ୍କ ବିୟୋଗ ରେ ଶୋକ

ଜଗତସିଂହପୁର ତା =1/12/23 ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଗ୍ରାମର ସମାଜସେବୀ ତଥା ବରିଷ୍ଟ ବିଜେଡି କର୍ମୀ ମଦନ ମୋହନ ରାୟ ଙ୍କ ର ଗତ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଘରୋଇ ଚିକିତ୍ସାଳୟ ରେ ଦେହାନ୍ତ ହୋଇଛି |…

ଅଙ୍ଗାଳୋ କଲେଜରେ ନୁଆ ଓଡିଶା ଯୁବ ଓଡ଼ିଶା ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ବିଷୟ _ ଯାଜପୁର ଜିଲ୍ଲା ଅଙ୍ଗାଳୋ ଠାରେ ଥିବା ଲଛମନ ବାଲାଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଓଡ଼ିଶା,ଯୁବ ଓଡ଼ିଶା ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ…

ଜଗତସିଂହପୁର ପୌର ପରିଷଦ ଉପ ନିର୍ବାଚନ ରେ ବିଜେଡି ପ୍ରାଥୀନି ରୋଜାଲିନ ଙ୍କ ଜିତାପଟ

ଜଗତସିଂହପୁର ତା =30/11/23 ଜଗତସିଂହପୁର ପୌର ପରିଷଦ ୬ ନମ୍ବର ୱାର୍ଡ ରେ ଉପ ନିର୍ବାଚନ କଡା ସୁରକ୍ଷା ମଧ୍ୟ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏହି ନିର୍ବାଚନ ରେ ବିଜେଡି ପ୍ରାଥୀନି ରୋଜାଲିନ ଦାଶ କଡା ଟକ୍କର ଦେଇ କଂଗ୍ରେସ ପ୍ରାଥୀନି…

ବାରମ୍ବାର ଜମିଜମା ସଂଶୋଧନ ନିମନ୍ତେ ଆସୁଥିବା ନୋଟିସ୍‌କୁ ନେଇ ନାଗିଆପଶି ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ଢେଙ୍କାନାଳ,୩୦/୧୧: ସଦର ବ୍ଲକ୍ ଅନ୍ତର୍ଗତ ନାଗିଆପଶି ଗ୍ରାମର କିଛି ଚାଷୀଙ୍କ ନିକଟକୁ ବାରମ୍ବାର ଜମିଜ‌ମା ସଂଶୋଧନ ନିମନ୍ତେ ଆସୁଥିବା ନୋଟିସ୍ କୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଗତ ୨୦୧୧ ମସିହାରେ ନାଗିଆପଶି ଗ୍ରାମର କିଛି…

ବିଦ୍ୟାଳୟ ଖେଳ ପଡିଆରେ ସେଲର ନୂତନ ନିର୍ମାଣ କାର୍ଯ୍ୟକୁ ଅଞ୍ଚଳ ବାସିନ୍ଦାଙ୍କ ଘୋର ବିରୋଧ ।

କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ଅଞ୍ଚଳରେ ବଢୁଛି ଜନ ଅସନ୍ତୋଷ ପ୍ରକାଶ ଥାଉକି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତରେ ଥିବା ବଲାଣି ଡିଏଭି ବିଦ୍ୟାଳୟ ଖେଳ ପଡିଆରେ ସେଲ୍ କମ୍ପାନୀର ନୂତନ କ୍ୱାଟର ନିର୍ମାଣକୁ ଘୋର ନିନ୍ଦା କରିବା ସହିତ…

ଘରୁ ବାହାରିଲେ ମାଆ ତାରିଣୀଙ୍କ ଦର୍ଶନ ପାଇଁ,ମାଆଙ୍କ ଦର୍ଶନ ପୁର୍ବରୁ ଯମରାଜା ଙ୍କ ଦୂତ ବୋହିନେଲେ।

କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ ଆଠ ଜଣଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ। ବାହାରିଥିଲେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ରାସ୍ତାରେ ଟେକିନେଲେ ଯମଦୂତ। ଘନ କୁହୁଡି ଅବା ଦ୍ଡ୍ରାଇଭର ର ଅସାବଧାନତା କିମ୍ବା…

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଲାଞ୍ଜିଗଡ଼ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ…