ତଦନ୍ତକାରୀ ଅଧିକାରୀ ଙ୍କ ବିଚିତ୍ର ନୀତି |ମିଥ୍ୟା ସାକ୍ଷୀ ପକାଇ ହରିଜନ ପରିବାର କୁ କୋର୍ଟ ଚାଲାଣ | ଘଟଣା ର ତଦନ୍ତ କରିବେ କି ଜ଼ିଲ୍ଲାପାଳ
ଜଗତସିଂହପୁର ତା =18/4/23 ଜଗତସିଂହପୁର ଥାନା ଅନ୍ତର୍ଗତ ଅତାମଳା ଗ୍ରାମର ଜଗନ୍ନାଥ ବେହେରା ଏବଂ ତାଙ୍କ ବାପାଙ୍କ ନାମରେ ସଦର ଥାନାରେ ଏକ ମାମଲାରେ ତଦନ୍ତକାରି ଅଧିକାରୀ ଚାର୍ଜସିଟ୍ ରେ ଉଦେଶ୍ୟ ମୂଳକ ଭାବେ ମିଛ ସାକ୍ଷୀ ପକାଇ କୋର୍ଟ ରେ…
